ମାହିଙ୍କ ପାହାଡୀ ଲୁକ୍‌

0

ମହେନ୍ଦ୍ର ସିଂହ ଧୋନୀ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଧୋନୀ ଏବେ ହିମାଚଳ ପ୍ରଦେଶରେ ଛୁଟି କଟାଉଛନ୍ତି । ହେଲେ ଏହି ସମୟରେ ମାହିଙ୍କୁ ଏବେ ନୂଆ ଲୁକରେ ଦେଖିବାକୁ ମିଳୁଛି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହିଲ୍ସର ରାଣୀ ଶିମଲାରେ ପହଞ୍ଚିବା ପରେ ଧୋନି ଶିମଲାର ବାଇପାସ୍‌ ରୋଡରେ କାନଲୋଗରେ ରହିଛନ୍ତି । ତାଙ୍କ ସାଥିରେ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ମଧ୍ୟ ତାଙ୍କ ସହିତ ଅଛନ୍ତି ।

Leave A Reply

Your email address will not be published.

3 × four =