ଶ୍ରମିକ ଟ୍ରେନ ଧକ୍କାରେ ଜଣେ ମୃତ

0

ଶ୍ରମିକ ଟ୍ରେନ ଧକ୍କାରେ ଜଣେ ମୃତ l ଅପରପକ୍ଷରେ ରେଳବାଇ କର୍ମଚାରୀ ଗୁରୁତର ହୋଇଥିବାର ଖବର ମିଳିଛି l ତାଙ୍କର ଦୁଇଟି ଗୋଡ଼ କଟି ଯାଇଥିବା ବେଳେ ଛାତିରେ ଗୁରୁତର ଆଘାତ ଲାଗିଛି l ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ମୃତକ ଜଣକ ହେଲେ ମଧୁସୂଦନ ପାଲିର ବିରସା ମୁଣ୍ଡାl ଗୁରୁତର ରେଳବାଇ କର୍ମଚାରୀ ହେଲେ ରେଳବାଇ କଲୋନିର ହୁସେନ ହସାରି l ଏହି ଘଟଣା ଏସଟିଆଇ ରେଳ ଫାଟକ ନିକଟରେ ଘଟିଛି l ରେଳବାଇ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l

Leave A Reply

Your email address will not be published.