ଲଜ୍‌ରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ ଠାବ

0

ଜି.ଉଦୟଗିର : କନ୍ଧମାଳ ଜିଲ୍ଲା ରାଇକିଆ ବଜାରରେ ଥିବା ନୀଳ ମାଧବ ଲଜ୍‌ରୁ ମିଳିଛି ମୃତଦେହ । ମୃତକ ସୁବ୍ରତ ସାହୁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ସୁବ୍ରତ ସାହୁ କନ୍ଧମାଳ ଜିଲ୍ଲାକୁ ଯିବା ଆସିବା କରିଥାନ୍ତି । ପରିବା ବ୍ୟବସାୟୀ ନେଇ ଯିବା ଆସିବା କରନ୍ତି । ସୁବ୍ରତ କନ୍ଧମାଳ ରାଇକିଆ ବଜାରରେ ଥିବା ନୀଳମାଧବ ରାତିରେ ରହିଥିଲେ । ହେଲେ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

3 + 3 =