ଡ୍ୟାନ୍ସ କଲେ ବିରାଟ କୋହଲି

0

ବିଶ୍ୱ ଟେଷ୍ଟ ଚାମ୍ପିୟସିପ ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଯାଇଛି । ଦଳ ୨୧୭ ରନ୍‌ରେ ଅଲଆଉଟ ହୋଇଯିବା ପରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଲଢୁଆ ବ୍ୟାଟିଂ ଜାରି ରଖିଛି । ନ୍ୟୁଜିଲ୍ୟାଣ୍ଡ ୨ଟି ୱିକେଟ ହରାଇ ୧୦୧ ରନ କରିଛି । ତେବେ ତୃତୀୟ ଦିନର ଖେଳ ବେଳେ ସାମ୍ନାକୁ ଆସିଥିବା ଗୋଟିଏ ଭିଡିଓ ସମସ୍ତଙ୍କୁ ଆନନ୍ଦିତ କରିଛି । ଏଥିରେ ଟିମ ଭାରତର ଅଧିନାୟକ ବିରାଟ କୋହଲି ପଡିଆ ଭିତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ସେ ବେଶ ଚମତ୍କାର ଢଙ୍ଗରେ ଡ୍ୟାନ୍ସ କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.

fifteen − three =