ଭୁବନେଶ୍ୱରରେ କରୋନା ଟିକାର ମାନବ ପରୀକ୍ଷଣ

0

ରାଜଧାନୀ ଭୁବନେଶ୍ୱରର ସମ୍‌ ହସ୍ପିଟାଲ‌ରେ କରୋନା ଟିକାର ମାନବ ପରୀକ୍ଷଣ ହୋଇଛି । ସ୍ୱେଚ୍ଛାସେବୀଙ୍କୁ ପରୀକ୍ଷାମୂଳକ ଭାବେ କରୋନା ଟିକା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୮ରୁ ୫୫ ବର୍ଷ ବୟସର ସ୍ୱେଚ୍ଛାସେବୀ ସାମିଲ ଅଛନ୍ତି । ୨ ସପ୍ତାହ ଅନ୍ତରରେ ୨ଟି ଲେଖାଏଁ ଟିକା ଦିଆଯିବ । ୪ ଥର ସଂପୃକ୍ତ ବ୍ୟକ୍ତିଙ୍କର ରକ୍ତ ପରୀକ୍ଷା କରାଯିବ । ସମ ହସ୍‌ପିଟାଲ ପରୀକ୍ଷଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

16 − ten =