କରୋନା ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ରୁଦ୍ରାଭିଷେକ ଏବଂ ସାମୁହିକ ସୁନ୍ଦରକାଣ୍ଡ ପାଠ ଅନୁଷ୍ଠିତ

0

ବିଶ୍ୱର କଲ୍ୟାଣ ଏବଂ ବିଶ୍ୱବାସୀ କରୋନା ସଂକ୍ରମଣ ରୁ ରକ୍ଷା ପାଇବା ନିମନ୍ତେ ରୁଦ୍ରାଭିଷେକ ଏବଂ ସାମୁହିକ ସୁନ୍ଦରକାଣ୍ଡ ପାଠ ଅନୁଷ୍ଠିତ ହୋଇଛି । ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଅ|ଳିପଡ଼ା ଗ୍ରାମସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ଠାରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବିଶ୍ୱର କଲ୍ୟାଣ ଏବଂ କରୋନା ମହାମାରୀ ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ରୁଦ୍ରାଭିଷେକ ଏବଂ ସାମୁହିକ ସୁନ୍ଦରକାଣ୍ଡ ପାଠ କରାଯାଇ ଥିଲା ।
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ

Leave A Reply

Your email address will not be published.