ସନ୍ଧ୍ୟା ୮.୩୦ରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

0

ଆଜି ସନ୍ଧ୍ୟା ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟର ରାଜ୍ୟବାସୀଙ୍କୁ ସନ୍ଦେଶ ଦେବେ। ତେବେ ସେ ସ୍ନାନଯାତ୍ରା ସମ୍ପର୍କରେ ରାଜ୍ୟବାସୀଙ୍କୁ କିଛି କହିବା ନେଇ ସମ୍ଭବନା ରହିଛି । କାରଣ ଶୁକ୍ରବାର ହେଉଛି ଶ୍ରୀଜିଉଙ୍କ ସ୍ନାନଯାତ୍ରା।

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଏଥର ସ୍ନାନଯାତ୍ରାରେ ଭକ୍ତଙ୍କ ଗହଳି ଚହଳି ଦେଖିବାକୁ ମିଳିବ ନାହିଁ ।ଏଥର ସର୍ବସାଧାରଣଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଏପରିକି ଭକ୍ତଙ୍କୁ ବଡଦାଣ୍ଡ ମନା ହୋଇଛି ।

Leave A Reply

Your email address will not be published.

five − four =