ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍, ବନ୍ୟା କ୍ଷୟକ୍ଷତିର ଆକଳନ କରିବେ

0

ରାଜ୍ୟରେ ବନ୍ୟାଜନିତକ୍ଷୟକ୍ଷତି ଆକଳନ ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେଆସି ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ ସଦସ୍ୟ କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେଏକ  ଜଣିଆ ଟିମ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତିଏହାପରେ ଟିମ୍‌ ସଦସ୍ୟମାନେ ବନ୍ୟାରେ ସର୍ବାଧିକପ୍ରଭାବିତ  ଜିଲ୍ଲା ଭଦ୍ରକଯାଜପୁରକେନ୍ଦ୍ରାପଡ଼ା  ପୁରୀଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ଏହି ଟିମ୍ରେ କୃଷି କୃଷକ କଲ୍ୟାଣଜଳ ସଂପଦଭୂପୃଷ୍ଠ ପରିବହନ ରାଜପଥଗ୍ରାମ୍ୟ ଉନ୍ନୟନ  ଅର୍ଥ ମନ୍ତ୍ରାଳୟର ସଦସ୍ୟଅଛନ୍ତି ବନ୍ୟାଞ୍ଚଳ ପରିଦର୍ଶନ ପରେ ଟିମ୍‌ ସଦସ୍ୟମାନେ ୧୭ତାରିଖରେ ଭୁବନେଶ୍ୱର ଫେରି ମୁଖ୍ୟ ଶାସନ ସଚିବଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୟକ୍ଷତି ସଂପର୍କରେଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି 

Leave A Reply

Your email address will not be published.

four × three =