Browsing Category

ରାଜ୍ୟ

୨୪ ଘଣ୍ଟା ମଧ୍ୟରେ ଏହି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଏବେ ଅନେକ ସ୍ଥାନ ରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟାରେ କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏଥିସହ ୨୮ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ୨୭ରୁ ୨୯ ତାରିଖ ମଧ୍ୟରେ ଭଲ ବର୍ଷାର…
Read More...

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର

ଭୁବନେଶ୍ୱର: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଭୋଳାବାବାଙ୍କ ଭକ୍ତଙ୍କ ପାଇଁ ଆଜିର ଦିନର ମହତ୍ତ୍ବ ଢେର ଅଧିକ । ବିଶ୍ବାସ ରହିଛି ଶ୍ରାବଣ ସୋମବାର ମହାଦେବଙ୍କ ଜଳଲାଗି କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ସେଥିପାଇଁ ପାଇଁ ଭକ୍ତଟିଏ କାହିଁ କେତେ ଦୂରରୁ ଧାଇଁ ଆସି…
Read More...

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ମୃତ୍ୟୁ ସଂଖ୍ୟାରେ ଜମା ବ୍ରେକ ଲାଗୁନି । କହିବାକୁ ଗଲେ ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ପ୍ରତିଦିନ ମୃତ୍ୟୁ ସଂଖ୍ୟା ୬୦ ଉପରେ ରହୁଚି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ…
Read More...

ଆଜିଠୁ ଖୋଲିଲା ସ୍କୁଲ

ଭୁବନେଶ୍ବର: SOP ଆଧାରରେ ଦୀର୍ଘ ଦିନ ପରେ ରାଜ୍ୟରେ ଆଜିଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ । ଏଥି ପାଇଁ ସବୁ ସ୍କୁଲରେ ପ୍ରସ୍ତୁତି ଶେଷ ହୋଇଛି । ସ୍କୁଲ କ୍ୟାମ୍ପସକୁ ସାନିଟାଇଜ କରାଯିବା ସହିତ କ୍ଲାସରୁମକୁ ପରିଷ୍କାର କରାଯାଇଛି । ସ୍କୁଲ ଖୋଲିବାକୁ…
Read More...

ରାଜ୍ୟରେ ଆଜି ୧୬୩୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଏବେ ବି ଜାରି ରହିଛି କରୋନା ସଂକ୍ରମଣ । ଏହା ଧିରେ ଧୀରେ ହ୍ରାସ ହେଉଥିବା ପରିଲକ୍ଷିତ ହେଉଛି । ମାତ୍ର ସବୁ ପରେ ବି ସଂକ୍ରମଣ ରେ ହ୍ରାସ ବେଶି ହେଉନାହିଁ । ଗତ ପାଞ୍ଚଦିନ ହେଲା ସଂକ୍ରମଣ ୨ ହଜାର ତଳେ ରହୁଥିବା ଦେଖାଯାଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ…
Read More...

ହୀରାକୁଦ ରେ ଖୋଲିଲା ଆଉ ଦୁଇଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର । ଫଳରେ ହୀରାକୁଦ ଡ୍ୟାମର ପୁଣି ୨ଟି ଗେଟ୍ ଆଜି ଖୋଲାଯାଇଛି । ବର୍ତ୍ତମାନ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଜଳସ୍ତର ୬୦୯.୫୨ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୭ ହଜାର ୬୨୯…
Read More...

ଗତ ଦୁଇବର୍ଷରେ ଓଡ଼ିଶାକୁ ମିଳିଛି ୧୩ ଲକ୍ଷ ମେଟ୍ରିକ ଟନ ୟୁରିଆ

ଭୁବନେଶ୍ୱର : ଗତ ଦୁଇ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ମୋଟ ୧୩.୩୮ ଲକ୍ଷ ମେଟ୍ରିକ୍‌ ଟନ୍‌ ୟୁରିଆ ସାର ଯୋଗାଇଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ସଂସଦରେ ଲିଖିତ ଆକାରରେ ଏହି ତଥ୍ୟ ରଖିଛନ୍ତି କେନ୍ଦ୍ର ରସାୟନ ଓ ସାର କ୍ୟାବିନେଟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ…
Read More...

ରାଜ୍ୟରେ ୭.୧% ତାଲିମ୍‌ ପ୍ରାପ୍ତ ବେରୋଜଗାର

ଭୁବନେଶ୍ୱର : ପିରିୟଡିକ ଲେବର ଫୋର୍ସ ସର୍ଭ(ପିଏଲଏଫଏସ) ୨୦୧୭-୧୮ ଆଧାରରେ ଓଡ଼ିଶାରେ ଆଇଟିଆଇ ତାଲିମ ପ୍ରାପ୍ତ ମୋଟ ଯୁବକ ଯୁବତୀଙ୍କ ମଧ୍ୟରୁ ୭.୧% ବେରୋଜଗାର ଅଛନ୍ତି । ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନ ଉପରେ ସଂସଦରେ ଲିଖିତ ଆକାରରେ ଏହି ଉତ୍ତର ରଖିଛନ୍ତି କେନ୍ଦ୍ର…
Read More...

ଉଦ୍ୟାନ ବିଭାଗରେ ଦୁର୍ନୀତି; ଚାଷୀଙ୍କୁ ଦିଆଯାଉଛି ଦୁର୍ବଳ ଚାରା

ଫୁଲନଖରା : ଉଦ୍ୟାନ ବିଭାଗଦ୍ୱାରା ବିକ୍ରି କରାଯାଉଥିବା ଚାରାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ କରି ଆମ୍ବ ଓ ଲେମ୍ବୁ ଚାରାଗୁଡ଼ିକ ନିମ୍ନମାନର ଓ ରୋଗଗ୍ରସ୍ତବୋଲି ଅଭିଯୋଗ ହୋଇଛି । ଜିଲା ଉଦ୍ୟାନ ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷରେ ପ୍ରତି ବ୍ଲକକୁ ଆମ୍ବ, ନଡ଼ିଆ,…
Read More...

୨୦୨୨ ଜୁନ୍ ସୁଦ୍ଧା ବସ୍ ଟର୍ମିନାଲ ନିର୍ମାଣ କାମ ଶେଷ ହେବ

ଭୁବନେଶ୍ୱର: ଭୁବନେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭି. କେ. ପାଣ୍ଡିୟାନ୍ । ଆଜି ସକାଳୁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ବରମୁଣ୍ଡାରେ ନିର୍ମାଣଧୀନ ଅତ୍ୟାଧୁନିକ ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ କାମର ଅନୁଧ୍ୟାନ କରିଛନ୍ତି ।…
Read More...