Browsing Category

ଖେଳ ଖବର

ଟି-୨୦ କ୍ରିକେଟରୁ ଅବସର ନେଲେ ମାଲିଙ୍ଗ

କଲମ୍ବୋ: ଶ୍ରୀଲଙ୍କାର ପେସ୍‌ ବୋଲର ଲସିଥ ମାଲିଙ୍ଗା ମଙ୍ଗଳବାର ଦିନ ଟି-୨୦ କ୍ରିକେଟରୁ ସନ୍ୟାସ ଗ୍ରହଣ କରିଛନ୍ତି । କାରଣ ଭବିଷ୍ୟତରେ ଆଉ କୌଣସି ଦଳ ପାଇଁ ଖେଳିବା ସମ୍ଭାବନା ନ ଥିବାରୁ ଶେଷରେ ସବୁ ଫର୍ମାଟରୁ ଦୂରେଇ ଯିବା ପାଇଁ ମନ ସ୍ଥିର କରିଥିଲେ । ସୂଚନା ଯୋଗ୍ୟ ଯେ ୨୦୧୧ରେ ଟେଷ୍ଟ…
Read More...

ଟି -୨୦ ୱାଲ୍ଡକପ୍ ରେ ଅଧିନାୟକ ହୋଇପାରନ୍ତି ରୋହିତ ଶର୍ମା

ନୂଆଦିଲ୍ଲୀ : ଚଳିତ ବର୍ଷ ଟି -୨୦ ୱାଲ୍ଡକପ୍ ପରେ ଟି -୨୦ ଓ ଦିନିକିଆ ଟିମର ଟିମ୍ ଇଣ୍ଡିଆ ଅଧିନାୟକ ପଦ ଛାଡି ପାରନ୍ତି ବିରାଟ କୋହଲି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ପଦର ଦାୟିତ୍ୱ ଦିଆଯାଇପାରେ । ବିରାଟ ନିଜ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଏହି ବଡ ପଦକ୍ଷେପ…
Read More...

କରୋନା ପାଇଁ ଆଶଙ୍କାରେ ଭାରତ – ଇଂଲଣ୍ଡ ପଞ୍ଚମ ଟେଷ୍ଟ

ନୂଆଦିଲ୍ଲୀ: ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ପାଇଁ କରୋନା ଆତଙ୍କ ସୃଷ୍ଟି କରିଛି । କାରଣ ମୁଖ୍ୟ କୋଚ ରବି ଶାସ୍ତ୍ରୀ ,ବୋଲିଂ କୋଚ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନାରେ ସଂକ୍ରମିତ ହେବା ପରେ ଗୁରୁବାର ଦିନ ଦଳର ଜୁନିୟର ଫିଜିଓଥେରାପିଷ୍ଟ ଯୋଗେଶ ପର୍ମର ପୁଣି…
Read More...

ଟି ୨୦ ବିଶ୍ଵକପ ପାଇଁ ଭାରତୀୟ ଦଳ ଘୋଷିତ

ମୁମ୍ବାଇ: ୟୁଏଇ ଓ ଓମାନରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳରୁ ବାଦ୍ ପଡିଛନ୍ତି ୟୁଜଭେନ୍ଦ୍ର ଚହଲ ଓ ଶିଖର ଧାୱନ । ଦୁଇ ଉଇକେଟ କିପର ରିଷଭ ପନ୍ତ ଓ ଇଶାନ କିଶାନଙ୍କୁ ସୁଯୋଗ ଦିଆଯାଇଛି । ଦୀର୍ଘ ଦିନ ପରେ…
Read More...

ଦିନିକିଆ ସିରିଜ୍‌କୁ ଘରୋଇ ଶ୍ରୀଲଙ୍କା ୨-୧ରେ ଜିତିଲା

କଲମ୍ବୋ: ଚଳିତ ସାଉଥ୍ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌କୁ ଘରୋଇ ଶ୍ରୀଲଙ୍କା ୨-୧ରେ ଜିତିନେଇଛି । ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ପରେ ସ୍ଥିତି ୧-୧ରେ ବରାବର ରହିଥିବା ବେଳେ ମଙ୍ଗଳବାର ଖେଳାଯାଇଥିବା ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଶ୍ରୀଲଙ୍କା ୭୮ରେ ବିଜୟୀ ହୋଇ ସିରିଜ୍…
Read More...

୫୦ ବର୍ଷ ପରେ ଓଭାଲରେ ଭାରତର ବିଜୟ

ଓଭାଲ:ଏଠାରେ ଅନୁଷ୍ଠିତ ୪ର୍ଥ କ୍ରିକେଟ ଟେଷ୍ଟରେ ଭାରତ ୧୫୭ ରନରେ ଇଂଳଣ୍ଡକୂୁ ପରାସ୍ତ କରିଛି । ଏଥିସହ ୫୦ ବର୍ଷ ପରେ ଓଭାଲରେ ଭାରତ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି । ସେହିପରି ୩୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତ ଗୋଟିଏ ସିରିଜରେ ୨ଟି ମ୍ୟାଚ ଜିତିଛି । ଭାରତ ସିରିଜରେ…
Read More...

ଇଂଲଣ୍ଡ ସମ୍ମୁଖରେ ୩୬୮ ରନର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଲୀ: ଓଭାଲରେ ଚାଲିଥିବା ଚତୁର୍ଥ କ୍ରିକେଟ ଟେଷ୍ଟରେ ଭାରତ ୪ର୍ଥ ଦିବସରେ ଇଂଲଣ୍ଡ ସମ୍ମୁଖରେ ୩୬୮ ରନର ବିଜୟ ଲକ୍ଷ୍ୟ ରଖିଛି । ରୋହିତ ଶର୍ମା (୧୨୭ରନ)ଙ୍କ ଚମତ୍କାର ଶତକ ପରେ ରିଷଭ ପନ୍ତ(୫୦) ଓ ଶାର୍ଦ୍ଦୁଳ ଠାକୁର(୬୦) ଆକର୍ଷଣୀୟ ଅର୍ଦ୍ଧଶତକ ଯୋଗୁ ଭାରତ ଦ୍ୱିତୀୟ ଇନିଂସରେ ୪୬୬ ରନ…
Read More...

ରବି ଶାସ୍ତ୍ରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରୀ କରୋନାରେ ଆକ୍ରାନ୍ତ । ଗତକାଲି ସନ୍ଧ୍ୟାରେ କୋଚ୍ ରବି ଶାସ୍ତ୍ରୀଙ୍କ ଲାଟେରାଲ୍ ଫ୍ଲୋ ଟେଷ୍ଟ ପଜିଟିଭ୍ ଆସିବା ଟିମ ଇଣ୍ଡିଆର ଅନ୍ୟ ସଦସ୍ୟମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି । କୋଚ ରବି ଶାସ୍ତ୍ରୀ ପଜିଟିଭ ହେବା ପରେ ବୋଲିଂ…
Read More...

ବ୍ୟାଡମିଣ୍ଟନ ଫାଇନାଲରେ କ୍ରିଷ୍ଣା ନାଗର

ଟୋକିଓ : ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ଶନିବାର ପଦକ ବର୍ଷା ହୋଇଛି। ଓଡ଼ିଆ ପୁଅ ପ୍ରମୋଦ ଭଗତ ବ୍ୟାଡମିଣ୍ଟନରେ ଆଜି ପ୍ରଥମ ଖେଳାଳି ଭାବେ ପଦକ ନିଶ୍ଚିତ କରିଥିଲା। ଏହାପରେ ଏସଏଚ୍‌ ୬ର ସେମିରେ ଆଜି କ୍ରିଷ୍ଣା ନାଗରଙ୍କ ମୁକାବିଲା ଗ୍ରେଟ ବ୍ରିଟେନର କ୍ରାୟଷ୍ଟେନ କୋମ୍ବସଙ୍କ ସହ…
Read More...

ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟେଷ୍ଟ

ନୂଆଦିଲ୍ଲୀ : ଆଜି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଓଭାଲରେ ଖେଳାଯିବ ଚତୁର୍ଥ ଟେଷ୍ଟ । ତୃତୀୟ ଟେଷ୍ଟର ପ୍ରଦର୍ଶନକୁ ଓଭାଲ ଗ୍ରାଉଣ୍ଡ୍‌ରେ ଦୋହରାଇବା ପାଇଁ ଘରୋଇ ଇଂଲଣ୍ଡ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଭାରତୀୟ ଦଳ ପୁଣି ଥରେ ଲଢୁଆ ପ୍ରଦର୍ଶନ କରି ସିରିଜକୁ ଫେରିବାକୁ ଯୋଜନା କରୁଛି । ପ୍ରଥମ…
Read More...