Browsing Category
ରାଜନୀତି
ବିଶ୍ୱବିଦ୍ୟାଳୟ ବିଲ୍ ଉଚ୍ଛେଦ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଲେଖିଲେ ଚିଠି
ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ଉଚ୍ଛେଦ ଦାବି କରି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି। ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବିଶ୍ୱବିଦ୍ୟାଳୟ ବିଲ୍ ଉଚ୍ଛେଦ…
Read More...
Read More...
ବିଜୁ ଛାତ୍ର ଜନତା ଦଳର ଭର୍ଚୁଆଲ ବୈଠକ
ବିଜୁ ଛାତ୍ର ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସଦୃଢ ଏବଂ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ସଭାପତିମାନଙ୍କ ସହ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୩୩ଟି ସଂଘଠାନିକ ଜିଲ୍ଲାର ଜିଲ୍ଲାସ୍ତରରୁ…
Read More...
Read More...
ଏସ୍ସିବିରେ କରୋନା ଆକ୍ରାନ୍ତଙ୍କ ଲାଗି ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କରୋନା ଭାଇରସ୍ ମହାମାରୀରେ ଆକ୍ରାନ୍ତଙ୍କ ଲାଗି ପ୍ଲାଜମା ଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲରେ ପହଂଚି ପ୍ଲାଜମା ଦାନ କରିଥିବା କଥା ନିଜେ ଟୁଇଟ୍…
Read More...
Read More...
ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ
ଆସନ୍ତା ନଭେମ୍ବର ୩ରେ ରାଜ୍ୟର ଦୁଇଟି ବିଧାନସଭା ଆସନ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଲୋହାନି…
Read More...
Read More...
ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍
ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଓଡିଶା, ଗୁଜରାଟ, ଝାରଖଣ୍ଡର ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଗୋଟିଏ ଲୋକସଭା ଆସନ ଓ ୫୬ ବିଧାନସଭା ଆସନ ପାଇଁ ନଭେମ୍ବର ୩ ଓ ୭ ତାରିଖରେ ଉପନିର୍ବାଚନ ହେବ । ୫୪ ବିଧାନସଭା ଆସନ ପାଇଁ ୩ ତାରିଖରେ ଭୋଟ ଗ୍ରହଣ ହେବ । ବିହାରର ଗୋଟିଏ…
Read More...
Read More...
ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଯାନବାହାନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନ ଚାଳିତ କରାଯାଉ: ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ବ୍ୟବହୃତ ଯାନବାହାନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନରେ ଚାଳିତ କରିବା ପାଇଁ ପେଟ୍ରୋଲିୟମ ବିଭାଗ ସହ ମିଳିତ ଭାବେ କାମ କରିବାକୁ ପର୍ଯ୍ୟଟନ ବିଭାଗକୁ ଆହ୍ଵାନ କରିଛନ୍ତି…
Read More...
Read More...
ବ୍ୟୋମକେଶଙ୍କୁ ଯୁବ ସଭାପତି, ଦେବୀ ରଞ୍ଜନଙ୍କ କାନ୍ଧରେ ଛାତ୍ର ସଂଗଠନର ଭାର ଦେଲେ ବିଜେଡି ସୁପ୍ରିମୋ
ବହୁଦିନର ଛକାପଞ୍ଝା ପରେ ଶେଷରେ ଯୁବ ଏବଂ ଛାତ୍ର ସଂଗଠନରେ ନବ କଳେବର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୁଇ ଯୁବ ବିଧାୟକଙ୍କ ହାତରେ ଦେଇଛନ୍ତି ଦଳର ଯୁବ-ଛାତ୍ର ବାହିନୀର ଦାୟିତ୍ୱ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଦାୟିତ୍ୱ ଦିଆଯାଇଥିବେଳେ…
Read More...
Read More...
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏର ପ୍ରାର୍ଥୀ ହୋଇଛନ୍ତି ହରିବଂଶ ନାରାୟଣ ସିଂହ। ସେ ହେଉଛନ୍ତି ବିହାର…
Read More...
Read More...
ନବୀନଙ୍କୁ ଫୋନ୍ କରି ସମର୍ଥନ ଲୋଡ଼ିଲେ ନୀତିଶ
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଚଳିତ ବର୍ଷ ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବା…
Read More...
Read More...
କରୋନାରେ ଆକ୍ରାନ୍ତ ହେଲେ ପଙ୍କଜ ସିଂହ
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ତଥା ନୋଏଡାର ବିଧାୟକ ପଙ୍କଜ ସିଂ କରୋନା ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ରାତିରେ ସେ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଟୁଇଟରେ ସେ ଲେଖିଛନ୍ତି, କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖି ମୁଁ ପରୀକ୍ଷା କରାଇଥିଲି ଏବଂ ଏବେ ମୋର…
Read More...
Read More...