Browsing Category
ଦେଶ- ବିଦେଶ
ଅଚାନକ ଗୁରୁଦ୍ୱାର ରକାବଗଞ୍ଜରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
ରବିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଚାନକ ନୂଆଦିଲ୍ଲୀସ୍ଥିତ ଗୁରୁଦ୍ୱାର ରକାବଗଞ୍ଜ ଦର୍ଶନରେ ଯାଇ ଆତ୍ମବଳି ଦେଇଥିବା ଗୁରୁ ତେଗ୍ ବାହାଦୁରଙ୍କ ପ୍ରତି ମଥାନତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏଥିପାଇଁ ପୂର୍ବରୁ କୌଣସି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇ ନ ଥିଲା।…
Read More...
Read More...
ଆଜି ସନ୍ଧ୍ୟା ୫ ସୁଦ୍ଧା ପହଞ୍ଚିବାକୁ ପଶ୍ଚିମବଙ୍ଗର ୩ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରର ନିର୍ଦେଶ
କେନ୍ଦ୍ର ସରକାରଙ୍କୁ ରିପୋର୍ଟ କରିବା ଲାଗି ପଶ୍ଚିମବଙ୍ଗର ତିନିଜଣ ଆଇପିଏସ୍ ଅଧିକାରୀଙ୍କୁ ପୁଣି ଥରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ସମନ୍ ଦେଇଛି। ଏହି ସମନ୍ରେ କେନ୍ଦ୍ର ସରକାର ସମ୍ପୃକ୍ତ ଆଇପିଏସ୍ ଅଧିକାରୀଙ୍କ ପାଇଁ ସମୟସୀମା ନିର୍ଦ୍ଧାରଣ କରିଛନ୍ତି। ଶୁକ୍ରବାର ସନ୍ଧ୍ୟା ୫ଟା…
Read More...
Read More...
ଇସ୍ତଫା ଦେଲେ ତୃଣମୂଳ କଂଗ୍ରେସର ବିଧାୟକ ଶୀଳଭଦ୍ର ଦତ୍ତ
ଉତ୍ତର ୨୪ ପ୍ରଗଣାର ବାରାକପୁର ନିର୍ବାଚନ ମଣ୍ଡଳୀର ତୃଣମୂଳ କଂଗ୍ରେସର ବିଧାୟକ ଶୀଳଭଦ୍ର ଦତ୍ତ ଶୁକ୍ରବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନ ମାତ୍ର ୫ ମାସ ବାକି ଥିବା ବେଳେ ଦଳରୁ ଜଣକ ପରେ ଜଣେ ବିଧାୟକ ଇସ୍ତଫା ଦେବା ଘଟଣା ଶାସକ ତୃଣମୂଳ କଂଗ୍ରେସ ପାଇଁ ଚିନ୍ତାର…
Read More...
Read More...
ଯୌତୁକ ପାଇଁ ବର ନ ଆସିବାରୁ ଆତ୍ମହତ୍ୟା କଲା ଝିଅର ବାପା
ଅଧିକ ଯୌତୁକ ଦାବି କରି ବାହାଘରକୁ ଆସିଲା ନାହିଁ ବର | ଏଥିରେ ଭାଙ୍ଗିପଡି ମଙ୍ଗୁଳାକନ୍ୟା କୁଆଡେ ପଳାଇଲେ, ଆଉ ଝିଅର ଏହି ଅବସ୍ଥା ଦେଖି ଆତ୍ମହତ୍ୟା କଲେ କନ୍ୟାର ବାପା | ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଯୌତୁକ ପାଇଁ ବର ବେଦୀକୁ ଆସିନଥିଲା,…
Read More...
Read More...
ଜେଇଇ (ମେନ୍) ୨୦୨୧ର ପରୀକ୍ଷାସୂଚୀ ଆଜି ସନ୍ଧ୍ୟା ୬ ଟାରେ ଘୋଷଣା ହେବ: ଶିକ୍ଷା ମନ୍ତ୍ରୀ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି (ବୁଧବାର) କହିଛନ୍ତି ଯେ ଜେଇଇ (ମେନ୍) ୨୦୨୧ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ/ ପରୀକ୍ଷାସୂଚୀ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଘୋଷଣା କରାଯିବ। ଏଥିପାଇଁ ଟ୍ଵିିଟରରେ ନିଜ ନିଜର ଗଠନମୂଳକ ପରାମର୍ଶ ଜଣାଇଥିବାରୁ ସେ ଛାତ୍ରମାନଙ୍କୁ…
Read More...
Read More...
ବିହାରର ପୁରୁଷମାନେ ମହାରାଷ୍ଟ୍ର ଅପେକ୍ଷା ଅଧିକ ମଦ୍ୟପାନ କରନ୍ତି: ସରକାରୀ ସର୍ଭେ
ମଦ୍ୟପାନ ନିଷିଦ୍ଧ’ ଘୋଷିତ ରାଜ୍ୟ ବିହାରରେ ଏବେ ବି ପୁରୁଷମାନେ ମହାରାଷ୍ଟ୍ର ଅପେକ୍ଷା ଅଧିକ ମଦ୍ୟପାନ କରନ୍ତି। ଏହା କୌଣସି ମନଗଢ଼ା ରିପୋର୍ଟ ଉପରେ ଆଧାରିତ ନୁହେଁ; ବରଂ ନିକଟରେ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍) ୨୦୧୯-୨୦ର ପ୍ରଥମ ପର୍ଯ୍ୟାୟରେ…
Read More...
Read More...
ମା କ୍ଷୀର ଖାଇ ଶିଶୁର ମୃତ୍ୟୁ, ସ୍ତନ୍ୟପାନ ପୂର୍ବରୁ ମା ନେଇଥିଲେ ଡ୍ରଗ୍ସ
ଏକ ନବଜାତ ଶିଶୁ ନିଜ ମା’ର କ୍ଷୀର ପିଇବା କାରଣରୁ ମୃତ୍ୟୁ ଘଟିଛି। ଅଭିଯୋଗ ହୋଇଛି ଯେ ଏହି ମହିଳା ଜଣକ ଡ୍ରଗ୍ସ ସେବନ କରିବା ପରେ ଶିଶୁକୁ ସ୍ତନ୍ୟପାନ କରାଇଥିଲେ, ଯାହା ଫଳରେ ଶିଶୁର ମୃତ୍ୟୁ ଘଟିଛି | ମିଳିଥିବା ସୂଚନା ମୁତାବକ ଆମେରିକାର ନ୍ୟୁ ଅର୍ଲିଅନରେ ରହୁଥିବା ୩୧ ବର୍ଷୀୟ ଆଟମ…
Read More...
Read More...
ବିଗିଡ଼ିଲା ହରିୟାଣାର ସ୍ବାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜଙ୍କ ସ୍ବାସ୍ଥ୍ୟାବସ୍ଥା
ବିଗିଡିଲା କରୋନା ଆକ୍ରାନ୍ତ ଥିବା ହରିୟାଣାର ସ୍ବାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜଙ୍କ ସ୍ବାସ୍ଥ୍ୟାବସ୍ଥା। ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ସ୍ୱଦେଶୀ କରୋନା ଟିକା କୋଭାକ୍ସିିନ ନେବାର କିଛି ଦିନ ପରେ ସେ କରୋନା ଆକ୍ରାନ୍ତ ହୋଇଥିଲେ। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ତାଙ୍କୁ…
Read More...
Read More...
ବିହାରରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା
ବିହାରରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା | ମଙ୍ଗଳବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବାବଦରେ ଘୋଷଣା କରିଛନ୍ତି | ସୂଚନା ଥାଉ କି ନିର୍ବାଚନ ବେଳେ ବିଜେପି ପକ୍ଷରୁ ମାଗଣାରେ ଟିକା ଦେବା ନେଇ ଘୋଷଣା କରାଯାଇଥିଲା | ଆଉ ଆଜି ରାଜ୍ୟ…
Read More...
Read More...
ଚୀନ ଆମ ଧୈର୍ଯ୍ୟର ପରୀକ୍ଷା ନେଉଛି: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର
ଚୀନ୍ ସହିତ ସୀମା ବିବାଦ ଶେଷ ହେବାର ନାଁ ନେଉ ନଥିବା ବେଳେ ଏ ମଧ୍ୟରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶନିବାର ଚୀନ୍କୁ ଟାର୍ଗେଟ କରିଛନ୍ତି। ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ହୋଇଥିବା ବିବାଦ ଚିନ୍ତାଜନକ ବୋଲି ସେ କହିଛନ୍ତି। ଏହା ସହ ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ…
Read More...
Read More...