Browsing Category

ଦେଶ- ବିଦେଶ

ହୀମାଚଳରେ ଭୂ-ସ୍ଖଳନ: ୯ ମୃତ

ସିମ୍‌ଲା: ହିମାଚଳପ୍ରଦେଶରେ ଭୂ-ସ୍ଖଳନ ହେବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଜିଲ୍ଲାର ଗୁଂସା ନିକଟରେ ପାହାଡ ଅତଡା ଧସିଛି । ଗାଡି ଉପରେ ପଥର ପଡିବାରୁ ଏଥିରେ ଯାତ୍ରା କରୁଥିବା ପ୍ରାୟ ୯ ଜଣ ପର୍ୟ୍ୟଟକ ପ୍ରାଣ ହରାଇଛନ୍ତି । ମୃତ…
Read More...

ବିଶ୍ୱର ଭୟଙ୍କର ସିରିଏଲ କିଲରର ମୃତ୍ୟୁ: ଯୁବତୀମାନଙ୍କୁ ହତ୍ୟା କରି ରଖୁଥିଲା ଶାରୀରିକ ସମ୍ପର୍କ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଭୟଙ୍କର ସିରିଏଲ କିଲର ରୋଡନି ଜେମ୍ସ ଅଲକାଲାର ମୃତ୍ୟୁ ହୋଇଛି । ଆମେରିକାର କାଲିଫର୍ନିଆର ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ୨୦୧୦ରେ, ଅଲକାଲାକୁ କାଲିଫର୍ନିଆରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଅଲକାଲା ଯୁବତୀମାନଙ୍କୁ ହତ୍ୟା କରି ସେମାନଙ୍କ ସହିତ ଶାରୀରିକ…
Read More...

ଟ୍ରକ-କାର ଧକ୍କା: ଚାଲିଗଲା ୪ ଜୀବନ

ଭୋପାଳ: ଭୋପାଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ଘଟିଥିଲା ଭୋପାଳର ହୋଶଙ୍ଗାବାଦ ରୋଡରେ । ସ୍ଥାନୟ ଲୋକଙ୍କ କହିବା ଅନୁସାରେ ଯେତେବେଳେ ଦୁର୍ଘଟଣା ଘଟିଥିଲା ସେତେବେଳେ କାରର ବେଗ ବହୁତ ଥିଲା ।…
Read More...

ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଭିଡିଓ ମାମଲା : ସାକ୍ଷୀ ଦେବେ ୪ କର୍ମଚାରୀ

ମୁମ୍ବାଇ : ପର୍ଣ୍ଣ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢ଼ିବାରେ ଲାଗିଛି । ରାଜ କୁନ୍ଦ୍ରାଙ୍କ କମ୍ପାନୀର ୪ଜଣ କର୍ମଚାରୀ ସାକ୍ଷୀ ହେବାକୁ ରାଜି ହୋଇଛନ୍ତି । ସରକାରୀ ସାକ୍ଷୀ ହୋଇ ସେ ଅଶ୍ଳୀଳ ବ୍ୟବସାୟର ପର୍ଦ୍ଦାଫାଶ କରିବାରେ ପୋଲିସକୁ ସାହାଯ୍ୟ କରିବେ । ସୂଚନା ଅନୁଯାୟୀ, ଏହି ୪ଜଣ…
Read More...

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ଏନେଇ ସେ ନିଜେ ଘୋଷଣା କରିବା ସହ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି । ସେ ଘୋଷଣା କରିଥିଲେ ଯେ, ଜୁଲାଇ ୨୫ରେ ତାଙ୍କ ସରକାରର ଦୁଇ ବର୍ଷ ପୂରଣ…
Read More...

ଆଜି ହେଉଛି କାରଗିଲ ଦିବସ

ନୂଆଦିଲ୍ଲୀ: ଆଜି ହେଉଛି ୨୨ତମ କାରଗିଲ ବିଜୟ ଦିବସ। ବର୍ଷ ୧୯୯୯ ମାର୍ଚ୍ଚ ୩ ତାରିଖରେ କାରଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା। ୧୯୯୯ ମସିହା ଆଜିର ଦିନରେ ଭାରତୀୟ ସେନା ଏହି ଯୁଦ୍ଧରେ ବିଜୟ ହାସଲ କରିଥିଲେ। କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ପାଇଁ ଏହି ଦିବସ ପ୍ରତିବର୍ଷ ପାଳନ ହୋଇ ଆସୁଛି।…
Read More...

୨୬୨ ତାଲିବାନ୍ ଆତଙ୍କବାଦୀ ସଫା

ନୂଆଦିଲ୍ଲୀ: ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ସୁରକ୍ଷା ବାହିନୀର ଯବାନମାନେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୬୨ ଜଣ ତାଲିବାନ ଆତଙ୍କବାଦୀଙ୍କୁ ସଫା କରିଛନ୍ତି। ବିଭିନ୍ନ ରାଜ୍ୟରେ ସେନା ପକ୍ଷରୁ ଜାରି ରହିଥିବା ଅଭିଯାନ ବଳରେ ଏହି ଆତଙ୍କବାଦୀମାନଙ୍କୁ ସଫା…
Read More...

କାଲିଠାରୁ ରାଜଧାନୀରେ ଖୋଲିବ ସିନେମା ହଲ୍‌, ୧୦୦% କ୍ଷମତାର ସହ ଚାଲିବ ବସ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଉଥିବାରୁ ଜାତୀୟ ରାଜଧାନୀରେ କଟକଣାକୁ ଆହୁରି କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସିନେମା ହଲ ଠାରୁ ଆରମ୍ଭ କରି ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସ୍ପାକୁ ମଧ୍ୟ ଖୋଲିବାକୁ ସରକାର ଘୋଷଣା କରିଛନ୍ତି । ନୂଆ ଗାଇଡଲାଇନ କାଲିଠାରୁ…
Read More...

ପ୍ରଥମ ଥର ଦେଶ ବାହାରକୁ ଗଲା ୨୦୦ ଟନ୍‌ ଅକ୍ସିଜେନ

ନୂଆଦିଲ୍ଲୀ : ଭାରତ ବାଂଲାଦେଶକୁ ୨୦୦ ଟନ୍‌ ଅକ୍ସିଜେନ ପଠାଇଛି । ଏହି ଅକ୍ସିଜେନ ଏକ୍ସପ୍ରେସ ସେଠାରେ ପହଞ୍ଚିବ ବୋଲି ଜଣାପଡ଼ିଛି । ଝାଡ଼ଖଣ୍ଡର ଟାଟା ନଗରରୁ ୧୦ କଣ୍ଟେନର ବିଶିଷ୍ଟ ଏହି ଟ୍ରେନ ଯାତ୍ରା ଆରମ୍ଭ କରିଥିବା ବେଳେ ବାଂଲାଦେଶର ବେନାପୋଲ ପହଞ୍ଚିବାର ସମ୍ଭାବନା ଅଛି । ଟାଟା ନଗରରୁ…
Read More...

ଭାରତରେ ପ୍ରତିଷ୍ଠା ହୋଇପାରେ ଟେସଲାର ଉତ୍ପାଦନ ପ୍ଲାଣ୍ଟ

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ଟେସଲା ଭାରତରେ ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟ ନିର୍ମାଣ କରିପାରେ । ଏନେଇ ସଂକେତ ଦେଇଛନ୍ତି ଟେସଲା ସିଇଓ ଏଲନ ମସ୍କ । ଏହା ପୂର୍ବରୁ କେନ୍ଦ୍ରସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଭାରତରେ ଟେସ୍‌ଲା ପ୍ଲାଣ୍ଟ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ । ଏହା…
Read More...