Browsing Category
ମନୋରଞ୍ଜନ
କରୋନା ଭାଇରସ୍ ସଙ୍କଟ ସମୟରେ ସକରାତ୍ମକ ଚିନ୍ତାଧାରାକୁ ଜାଗ୍ରତ କରିବା ପାଇଁ ଅମିତାଭ ସେୟାର କଲେ ତାଙ୍କ ବାପାଙ୍କ…
ଭାରତ ସହିତ ପୂରା ଦେଶ କରୋନା ଭାଇରସ୍ (କୋଭିଡ-୧୯)ସହିତ ଲଢ଼ୁଛି। ଅନେକ ଲୋକ ନିଜ ସମ୍ପର୍କୀୟଙ୍କୁ ଏହି ଭାଇରସ୍ କାରଣରୁ ହରାଇ ଦେଇଥିବା ବେଳେ ପ୍ରତିଦିନ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ବି କରୋନା ଭାଇରସ୍ ସଂକ୍ରମଣର ଭୟ…
Read More...
Read More...
କାମ କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହନା ଦେଉଥିବା ଅକ୍ଷୟଙ୍କ ବିଜ୍ଞାପନ ଭିଡିଓ ଜାରି କଲେ କେନ୍ଦ୍ର ସରକାର
କେନ୍ଦ୍ର ସରକାର ମଙ୍ଗଳବାର ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ସଚେତନତାମୂଳକ ବିଜ୍ଞାପନ ଭିଡିଓକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଭିଡିଓରେ ଅକ୍ଷୟ ଲକ୍ଡାଉନ୍ ପରେ କିପରି ପୂର୍ଣ୍ଣ ସଚେତନତାର ସହ କାମକୁ ଫେରିବା ଉଚିତ ସେସଂପର୍କରେ କହୁଥିବାର ଶୁଣିବାକୁ…
Read More...
Read More...
ସୋନୁ ସୁଦ୍ଙ୍କୁ ପୂଜାକଲେ ଯୁବକ
ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇ ବାସ୍ତବ ଜୀବନର ନାୟକ ସାଜିଥିବା ସୋନୁ ସୁଦ୍ଙ୍କୁ ଜଣେ ଯୁବକ ପୂଜା କରୁଥିବା ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଯୁବକଜଣକ ନିଜ ପୂଜାଘରେ ଅନ୍ୟ ସମସ୍ତ ଭଗବାନଙ୍କ ମୂର୍ତି ସହ ସୋନୁଙ୍କ ଫଟୋ ରଖି ପୂଜା…
Read More...
Read More...
ଲାଇଭ୍ ଭିଡିଓ କରି ବିଷ ପିଇ ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ
ମନୋରଞ୍ଜନ ଜଗତର ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। କନ୍ନଡ ଟେଲି ଅଭିନେତ୍ରୀ ଚନ୍ଦନା ବିଷ ପିଇ ଲାଇଭ୍ ଭିଡିଓ କରି ଆତ୍ମହତ୍ୟା କରିବା ଖବର ଟେଲି ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଚନ୍ଦନାଙ୍କ ମୃତ୍ୟୁ ପରେ ତାଙ୍କ ବୟଫ୍ରେଣ୍ଡ ଦିନେଶଙ୍କ ଉପରେ ବିଭିନ୍ନ ପ୍ରକାର ଅଭିଯୋଗ ଲାଗିଥିଲା…
Read More...
Read More...
ସ୍ୱର୍ଗତଃ ସଂଗୀତକାର ୱାଜିଦ୍ ଖାନଙ୍କ ମା’ କରୋନା ସଂକ୍ରମିତ
ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଂଗୀତକାର ୱାଜିଦ୍ ଖାନଙ୍କର ଗତ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ପରେ ବଲିଉଡ୍ ଶୋକରେ ବୁଡିଯାଇଛି। ଏସବୁ ଭିତରେ ଓ୍ଵାଜିଦ୍ ଖାନ୍ଙ୍କ ମା’ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି।…
Read More...
Read More...
ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍
ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଂଗୀତକାର ୱାଜିଦ୍ ଖାନଙ୍କର ପରଲୋକ ଘଟିଛି। ରବିବାର ବିଳମ୍ବିତ ରାତିରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୱାଜିଦ୍ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ ଦେହାନ୍ତରେ ଶୋକରେ ବୁଡିଯାଇଛି ବଲିଉଡ୍ । ନିଜ ଭାଇ ସାଜିଦ…
Read More...
Read More...
ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ
ପିଓ ବ୍ୟୁରୋ) :ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ନିମନ୍ତେ ସମ୍ପ୍ରତି ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାଇବେଟିସରେ ପୀଡ଼ିତ ଶ୍ରୀ ମହାନ୍ତିଙ୍କର ଶରୀର ହଠାତ ଖରାପ ଲାଗିବାରୁ ତାଙ୍କୁ…
Read More...
Read More...
ଅଭିନେତ୍ରୀ ପ୍ରେକ୍ଷାଙ୍କ ମୃତ୍ୟୁ ରହସ୍ୟରୁ ପରଦା ଉଠିଲା, ମିଳିଲା ସୁଇସାଇଡ୍ ନୋଟ୍
ପିଓ ବ୍ୟୁରୋ) :ସୋମବାର ରାତିରେ ଆତ୍ମହତ୍ୟା କରିଥିବା କ୍ରାଇମ୍ ପେଟ୍ରୋଲ୍ ଅଭିନେତ୍ରୀ ପ୍ରେକ୍ଷା ମେହେତାଙ୍କ ସୁଇସାଇଡ୍ ନୋଟ୍ ପାଇଛି ପୁଲିସ୍। ସେ ତାଙ୍କ ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତିି କି କିଛି ଭଙ୍ଗା ସ୍ବପ୍ନକୁ ନେଇ ସେ ବଞ୍ଚିପାରିବେ ନାହିଁ।
ଏ ନେଇ ହୀରା ନଗର ପୁଲିସ୍…
Read More...
Read More...
ସୁସ୍ଥ ହେଲେ ଅଭିନେତା କିରଣ କୁମାର, ପରିବାର ସଦସ୍ୟ ଏବେ ବି ଆଇସୋଲେସନ୍ରେ
ପିଓ ବ୍ୟୁରୋ) :ଗତ କିଛି ଦିନ ତଳେ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ବଲିଉଡ୍ ଅଭିନେତା କିରଣ କୁମାରଙ୍କ ରିପୋର୍ଟରୁ କରୋନା ନେଗେଟିଭ୍ ବାହାରିଛି। ତୃତୀୟ ଥର ଟେଷ୍ଟ୍ ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା କିରଣ କୁମାର କହିଛନ୍ତି। ମାତ୍ର ତାଙ୍କ ପରିବାର ଲୋକ ଏବେ…
Read More...
Read More...
ମିଷ୍ଟର ଇଣ୍ଡିଆରେ ଗୀତ ଗାଇବାକୁ କିଶୋର ଦା’ଙ୍କୁ ଅନୁରୋଧ କରିଥିଲେ ଅନିଲ
(ପିଓ ବ୍ୟୁରୋ) :ଚିର ସ୍ମରଣୀୟ ଚଳଚ୍ଚିତ୍ର ‘ମିଷ୍ଟର ଇଣ୍ଡିଆ’ ସୋମବାର ୩୩ ବର୍ଷ ପୂରଣ କରିଛି। ଏହି ଅବସରରେ ଚଳଚ୍ଚିତ୍ରର ଏକ ଭିଡିଓ କ୍ଲିପ୍କୁ ଅନିଲ୍ କପୁର ଇନ୍ଷ୍ଟାଗ୍ରାମ୍ରେ ସେୟାର କରିବା ସହ ଚଳଚ୍ଚିତ୍ରରେ ଗୀତ ଗାଇବା ପାଇଁ ସେ କିପରି କିଶୋର କୁମାରଙ୍କୁ ରାଜି କରାଇଥିଲେ ସେ…
Read More...
Read More...