Browsing Category
ଜିଲ୍ଲା ଖବର
କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ
କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କର ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି। କେନ୍ଦ୍ରାପଡା ସରକାରୀ ବାସଭାବନରେ ଥିବା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ…
Read More...
Read More...
ଭୋଜି ଖାଇ ୩୫ରୁ ଊର୍ଦ୍ଧ୍ୱ ଅସୁସ୍ଥ
ଭୋଜି ଖାଇ ୩୫ରୁ ଊର୍ଦ୍ଧ୍ୱ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ତୋଟାପଡ଼ା ଗ୍ରାମରେ । ତୋଟାପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା । ଏହି ଭୋଜି ଖାଇ ୩୫ରୁ ଅଧିକ ଲୋକଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ସେମାନଙ୍କ…
Read More...
Read More...
ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟଜଗତଠାରୁ ବିଛିନ୍ନ
ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟଜଗତଠାରୁ ବିଛିନ୍ନ ହୋଇ ପଡ଼ିଥିବା ଜଣାଯାଇଛି। ଏହି ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ଯାତାୟତ ଠପ୍ ହୋଇଥିବା ଜଣାଯାଇଛି। ଜୟପୁରରୁ ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପାଙ୍ଗମ ବ୍ରିଜ୍ ଉପରେ ୩ ଫୁଟ୍ ଉଚ୍ଚରେ ଜଳ ପ୍ରବାହିତ ହେଉଛି।…
Read More...
Read More...
ନାଳରେ ଭାସିଗଲା ୬ ବର୍ଷର ଶିଶୁପୁତ୍ର
ଯାଜପୁର ଜିଲ୍ଲାର ଆଜି ଦୁଇଟି ଅଘଟଣ ଘଟିଛି। ପ୍ରଥମ ଘଟଣା ଧର୍ମଶାଳା ଥାନା ଅଂଚଳରେ ଏବଂ ଅନ୍ୟଟି ମଙ୍ଗଳପୁର ଅଧିନରେ ଘଟିଥିବା ଜଣାପଡ଼ିଛି। ୬ ବର୍ଷର ଶିଶୁପୁତ୍ର ସତ୍ୟପ୍ରକାଶ ସାହୁ ନାଳରେ ବୁଡ଼ିଯାଇ ନିଖୋଜ ଥିବା ବେଳେ ୧୫ ବର୍ଷର ବାଳିକା ନିହାରିକା ଜେନା କୂଅରେ ପଡ଼ି ମୃତ୍ୟୁ ହୋଇଛି।…
Read More...
Read More...
ଚାଷୀଙ୍କୁ ମିଳିଲା ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା
ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରାଧାନଗର ଗାଁ ନିକଟରୁ ମିଳିଲା ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା। ରାଧାନଗର ଗ୍ରାମର ବେଣୁଧର ନାୟକ ତାଙ୍କ ଚାଷଜମି ନିକଟରେ ଏହି ବିରଳ ସ୍ୱର୍ଣ୍ଣମୁଦ୍ରା ପାଇଥିଲେ। ଏହାର ଓଜନ ୭.୫ ଗ୍ରାମ୍ ହୋଇଥିବା ବେଳେ ଏଥିରେ ଦୁଇଟି ଗର୍ତ୍ତ ରହିଛି। ମୁଦ୍ରାର…
Read More...
Read More...
ଅଲୌକିକ ଗୁମ୍ଫା; ରାତିରେ ଶୁଭୁଛି ସଂକୀର୍ତ୍ତନ ଧ୍ୱନି
ଘଞ୍ଚ ଜଙ୍ଗଲ ଭିତରେ ଠାବ ହୋଇଛି ଅଲୌକିକ ଗୁମ୍ଫା। ରାତି ହେଲେ ଗୁମ୍ଫା ଭିତରରୁ ଶୁଣିବାକୁ ମିଳୁଛି ସଂକୀର୍ତ୍ତନ ଧ୍ୱନି। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଧି ପାଟଣା ଗାଁ ନିକଟ ଜଙ୍ଗଲ ଭିତରେ ଥିବା ଗୁମ୍ଫାରେ। ଏହି ଖବର ପ୍ରଚାରିତ ହେବା ପରେ ଏଠାରେ…
Read More...
Read More...
ସିଲିଣ୍ଡର ଫାଟି ୪ ଗୁରୁତର
ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରସାଳପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ପ୍ରଥମେ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଗାଁସ ସିଲିଣ୍ଡର ଫାଟି…
Read More...
Read More...
ବିରିୟାନୀ ଖାଇବାକୁ ନେଇ ତୁମୁଳକାଣ୍ଡ; ୬ ଗୁରୁତର
ବିରିୟାନୀ ଖାଇବାକୁ କେନ୍ଦ୍ର କରି ଘଟିଛି ତୁମୁଳ କାଣ୍ଡ। ଦୁଇ ପକ୍ଷ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୬ ଜଣ ଗୁରୁତର ହୋଇଥିବା ବେଳେ ୫ଟି ବାଇକ୍ ମଧ୍ୟ ଭାଙ୍ଗିଛି। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ ଘଟିଛି ଏହି ଘଟଣା।
ଏହି ଗାଁରେ ଏକ…
Read More...
Read More...
ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ୮ ଗିରଫ
ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶ୍ରୀଜଙ୍ଗ ଗାଁ ନିକଟରୁ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ପୁଲିସ୍ ୮ ଜଣଙ୍କୁ ଗିରଫ କରିଛି। ଏଥିସହ ୮ଟି ପିକ୍ଅପ୍ ଗାଡ଼ି ଜବତ କରିଛି । ଏହିସବୁ ଗାଡ଼ିରୁ ୭୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି।
ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରୁ…
Read More...
Read More...
ବୃତ୍ତି ବଦଳାଇ ଦେଲା କରୋନା! ଧାନ ରୋଇଲେ ବିଧାୟକ
ଦେହରେ ଗାମୁଛା, ଆଉ ମୁଣ୍ଡରେ ପଗଡ଼ି। ହାତରେ ଧରିଛନ୍ତି ଧାନ ଗଛ। ଏମିତି ରୂପରେ ଆଜି ଦେଖିବାକୁ ମିଳିଛି କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ। ଲକ୍ଡାଉନ୍ରେ ଘରେ ବସି ସମୟ ନଷ୍ଟ ନ କରି ସେ ଚାଲି ଯାଇଛନ୍ତି କ୍ଷେତକୁ। ମଜୁଆରିଙ୍କ ସହ ଦିନ ସାରା ବିଲରେ ରହି କାମ କରୁଛନ୍ତି।
ମହାମାରୀ…
Read More...
Read More...