Browsing Category

ଅପରାଧ

ଦେଶୀ ମଦ ସହ ଦୁଇ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ଅନ୍ତର୍ଗତ ବାଙ୍ଗୁରା ଗାଁ କେନାଲ୍‌ ନିକଟରେ ଦେଶୀ ମଦ କାରବାର ନେଇ କାମାକ୍ଷାନଗର ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢାଉ କରିଥିଲା । ଚଢ଼ାଉ ସମୟରେ ସେଠାରୁ ୧୦୫୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା।…
Read More...

ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଆତ୍ମାରାମ ତୋମାରଙ୍କ ହତ୍ୟା କରାଯାଇଛି । ତାଙ୍କୁ କେହି ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା କରିଛି ବୋଲି ଅନୁମାନ କରାଯାଉଛି । ସେ ଉତ୍ତର ପ୍ରଦେଶର ବାଗପତ ବଡୋତ ବିଜରୋଲ ଅଞ୍ଚଳରେ ରହୁଥିଲେ । ଆଜି ସକାଳେ ଆତ୍ମାରାମଙ୍କ ମୃତଦେହ…
Read More...

ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ

ବାଲେଶ୍ଵର: ବାଲେଶ୍ଵର ସହଦେବଖୁଣ୍ଟା ମଡେଲ ଥାନା ପୋଲିସ ଦ୍ବାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏକ ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରେ ଛିନତାଇ କରିବା ସହ ଲୋକଙ୍କ ପାଖରୁ ଡକାୟତି କରୁଥିଲେ। ଏମାନଙ୍କ ନାମରେ ଖନ୍ତାପଡ଼ା, ସହଦେଵଖୁଣ୍ଟା, ସଦର,…
Read More...

ରାଜଧାନୀରେ ସେକ୍ସ୍ ରାକେଟ ଠାବ

ଭୁବନେଶ୍ଵର : ରାଜଧାନୀରେ ପୁଣି ସେକ୍ସ ରାକେଟ ଠାବ ହୋଇଛି।  ଭରତପୁର ଥାନା ଅଞ୍ଚଳରେ ଏକ OYO ହୋଟେଲରେ ପୋଲିସ ଛାପା ମାରିଛି। OYO ହୋଟେଲରୁ ୬ଜଣ ଯୁବତୀ ଉଦ୍ଧାର ହୋଇଥିବା ବେଳେ ୩ ଜଣ ଯୁବକ ଗିରଫ ହୋଇଛନ୍ତି। ଘଟଣାସ୍ଥଳରେ ଭରତପୁର ପୋଲିସର ତଦନ୍ତ ଜାରି ରହିଛି। ସେମାନଙ୍କୁ…
Read More...

ଗର୍ଭବତୀ ସ୍ତ୍ରୀ ର ତଣ୍ଟି କଟିଲା ସ୍ବାମୀ

ଭୁବନେଶ୍ୱର:  ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ତାକୁ ହତ୍ୟା ଉଦ୍ୟମ କରିଛି ଜଣେ ସ୍ୱାମୀ । ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଥିବାବେଳେ ଗୁରୁତର ଅବସ୍ଥାରେ ଗର୍ଭବତୀ ମହିଳାଙ୍କୁ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…
Read More...

ରାଜଧାନୀରେ ବିଭତ୍ସ ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ଅପରାଧ ସଂଖ୍ୟା ବଢି ଚାଲିଛି । କିଏ ପଇସା ପାଇଁ ମଣିଷ ମାରୁଛି ତ କିଏ ଲୁଟପାତ୍ କରୁଛି । ପୋଲିସ ପକ୍ଷରୁ ଯେତେ ପ୍ରକାର ଚେଷ୍ଟା କରାଗଲେ ବି ହାତ ଖାଲି । ଏହି ପରିପ୍ରେକ୍ଷୀରେ ସାମାନ୍ୟ ବଚସାରୁ ରାଜଧାନୀ ଭୁବନେଶ୍ୱରରେ ହୋଇଛି ବୀଭତ୍ସ ହତ୍ୟାକାଣ୍ଡ…
Read More...

ଦୁର୍ବୃତ୍ତ ଙ୍କ ଗୁଳିରେ ମେୟର ମୃତ

ବିହାର:ବିହାରରେ ଦିନକୁ ଦିନ ଗୁଣ୍ଡାରାଜ ବଢ଼ିଚାଲିଛି । ରାଜ୍ୟରେ ଅପରାଧିକ ମାମଲା ଶେଷ ସୀମାରେ ପହଞ୍ଚିଲାଣି । ଗତକାଲି ରାତିରେ ବିହାରରେ ଘଟିଥିବା ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ବିହାର କଟିହାର ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗୁରୁବାର…
Read More...

ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀ ଆଣିଲେ ପାଲଟା ଅଭିଯୋଗ

ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ବଢ଼ିବାକୁ ଲାଗିଛି । ଏହାରି ମଧ୍ୟରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ । ବିଦ୍ୟା ନିଜ ସ୍ୱାମୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ସୌମ୍ୟଙ୍କର ପରକୀୟା ପ୍ରୀତି ଥିବା…
Read More...

ସ୍ତ୍ରୀ ଓ ଝିଅକୁ ମାରି ସ୍ୱାମୀର ଆତ୍ମହତ୍ୟା

ଜଗତସିଂପୁର: ସ୍ତ୍ରୀ ଓ ଝିଅଙ୍କୁ ହାଣିଲା ସ୍ୱାମୀ । ଏହାପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ । ଘର ଭିତରି ସ୍ୱାମୀର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୋତଚାନ୍ଦପାଟଣା ଗାଁରେ । ମୃତକ ହେଲେ ଲୋକନାଥ ପାଲ ।…
Read More...

ପାରିବାରିକ କଳହରୁ ହତ୍ୟା , ସ୍ତ୍ରୀକୁ ମାରି ସ୍ୱାମୀ ଅଟକ

ପାରିବାରିକ କଳହକୁ ନେଇ ହତ୍ୟା । ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଅଟକ । ମୃତକଙ୍କ ନାମ ଚିତ ମୁର୍ମୁ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଲକ୍ଷ୍ମଣଛତ୍ର ଗାଁରେ ଘଟିଛି ଏଭଳି ଅଭାବାନୀୟ ଘଟଣା । ଖବର ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀ ନାଗାଇ ହେମ୍ବ୍ରମ ଦୁଇ ବର୍ଷ ତଳେ…
Read More...