Browsing Category

ବାଣିଜ୍ୟ

ଘରେ ମିଳିବ ପେଟ୍ରୋଲ୍‌,ସିଏନ୍‌ଜି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା

ଡିଜେଲ ପରେ ଲୋକଙ୍କ ଘରେ ଏବେ ସିଧାସଳଖ ପେଟ୍ରୋଲ ଓ ସିଏନ୍‌ଜି ପହଞ୍ଚାଇବା ଯୋଜନା ସରକାର ରଖିଛନ୍ତି। ଗ୍ରାହକଙ୍କ ସୁବିଧା ପାଇଁ ସରକାର ଏଭଳି ଯୋଜନା କରୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଥିସହିତ ସରକାର ବିଭିନ୍ନ ପ୍ରକାର ପେଟ୍ରୋଲିୟମ ଇନ୍ଧନର…
Read More...

ନିର୍ମଳା-ଶକ୍ତିକାନ୍ତ ମତଭେଦ: ଆଇଏମ୍‌ଏଫ୍‌ ପାଣ୍ଠିକୁ ଗୋଟିଏ ବୈଠକରେ ନିର୍ମଳାଙ୍କ ବିରୋଧ, ଶକ୍ତିକାନ୍ତଙ୍କ ସମର୍ଥନ

ପିଓ ବ୍ୟୁରୋ) :ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)ର ଏକ ଯୋଜନାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି। କରୋନା ସଙ୍କଟ ବିରୋଧରେ ଲଢ଼େଇ କରୁଥିବା ଅନୁନ୍ନତ ଓ ବିକାଶଶୀଳ ଦେଶଗୁଡ଼ିକୁ…
Read More...

ଆସିବ ଜୁମ୍ ଆପ୍‌ର ସ୍ବଦେଶୀ ପ୍ରତିଦ୍ବନ୍ଦ୍ବୀ

(ପିଓ ବ୍ୟୁରୋ) :ଜୁମ୍ ଆପ୍‌ରେ ସୁରକ୍ଷା ତ୍ରୁଟି ରହିଥିବାରୁ ତାହାର ବ୍ୟବହାର ଉପରେ କେନ୍ଦ୍ର ସରକାର କଟକଣା ଲଗାଇଥିବା ବେଳେ ଏହାର ସ୍ବଦେଶୀ ଭର୍ସନ ବିକଶିତ କରିବା ଲାଗି ୧୦ଟି କଂପାନିକୁ ଚୟନ କରିଛନ୍ତି। ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌, ଜୋ‌ହୋ କର୍ପ, ସାଇବର୍‌ହରାଇଜନ୍, ଡାଟା…
Read More...

ନିଜ କର୍ମଚାରୀଙ୍କ ଦରମା କାଟ ଘୋଷଣା କଲା ଟିଭିଏସ

ଦେଶରେ କରୋନା ସଂକ୍ରମଣ ଓ ଲକଡାଉନ ଯୋଗୁଁ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ସର୍ବାଧିକ କ୍ଷତିଗ୍ରସ୍ତ କ୍ଷେତ୍ର ମଧ୍ୟରେ ରହିଛି ଅଟୋମୋବାଇଲ ଉଦ୍ୟୋଗ । ଅଧିକାଂଶ କମ୍ପାନି ଏପ୍ରିଲ ମାସରେ ଗୋଟିଏ ମଧ୍ୟ ଯାନ ବିକ୍ରି କରିନାହାନ୍ତି । ଏହା ଫଳରେ କମ୍ପାନିମାନଙ୍କ ଅବସ୍ଥା ଗୁରୁତର…
Read More...