Browsing Category

ବାଣିଜ୍ୟ

ନୂଆ ଲୁକ ସହ ପୁଣି ଭାରତକୁ ଫେରିବ ଟିକ୍‌ ଟକ !

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡ଼ିଓ ଆପ ଟିକ୍‌ ଟକ ଖୁବଶୀଘ୍ର ପୁଣିଥରେ ଭାରତରେ ପ୍ରଶେ କରିପାରେ । ନୂଆ ଲୁକ ଏବଂ ନୂଆ ନାଁ ସହ । ଏକ ରିପୋର୍ଟ ଅନୁସାରେ ଟିକଟକର ପ୍ୟାରେଣ୍ଟ କମ୍ପାନୀ ବାଇଟଡ୍ୟାନ୍ସ ତାହାର ଏହି ସଟ ଭିଡ଼ିଓ ଆପର ନୂଆ ଟ୍ରେଡମାର୍କ ପାଇଁ କଣ୍ଟ୍ରୋଲ ଜେନେରାଲ ଅଫପେଟେଣ୍ଟସ,…
Read More...

ନୂଆ ଗ୍ରାହକଙ୍କୁ ମିଳିବ ନାହିଁ ମାଷ୍ଟରକାର୍ଡ: ଆରବିଆଇ

ନୂଆଦିଲ୍ଲୀ: ଆସନ୍ତା ୨୨ ଜୁଲାଇରୁ କାର୍ଡ ନେଟୱର୍କରେ ନୂଆ ଘରୋଇ ଡେଭିଟ, କ୍ରେଡିଟ ଏବଂ ପ୍ରିପେଡ ଗ୍ରାହକଙ୍କୁ ସାମିଲ କରିବାକୁ ରୋକ ଲଗାଇଛି ଆରବିଆଇ । ଏହାର ଅର୍ଥ କମ୍ପାନୀ ୨୨ ଜୁଲାଇରୁ ନିଜ କାର୍ଡ ନେଟୱର୍କରେ ନୂଆ ଗ୍ରାହକଙ୍କୁ ସାମିଲ କରିପାରିବ ନାହିଁ । ଆରବିଆଇ ପକ୍ଷରୁ ଜାରି…
Read More...

ଜ୍ୟୋତିରାଦିତ୍ୟଙ୍କ ଘୋଷଣା: ‘ଉଡାନ’ ଯୋଜନା ଅଧୀନରେ ସାମିଲ ହେଲା ୮ଟି ବିମାନ

ନୂଆଦିଲ୍ଲୀ: ନୂଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ ବଡ ଘୋଷଣା କରିଛନ୍ତି । ସହରଗୁଡ଼ିକୁ ମେଟ୍ରୋ ସହିତ ସଂଯୋଗ କରିବା ପାଇଁ ‘ଉଡାନ’ ଯୋଜନା ଅଧୀନରେ ନୂତନ ବିମାନ ସାମିଲ କରିବା ନେଇ ଘୋଷଣା କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ବିମାନଗୁଡ଼ିକ ଦେଶରେ…
Read More...

ବିନୟ ପ୍ରକାଶଙ୍କୁ ନିଯୁକ୍ତ କଲା ଟ୍ୱିଟର୍‌

ନୂଆଦିଲ୍ଲୀ : ଶେଷରେ ବାଟକୁ ଆସିଛି ଟ୍ୱିଟର୍‌ । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ ବିନୟ ପ୍ରକାଶଙ୍କୁ ଭାରତରେ ନିଜର ଆବାସିକ ଅଭିଯୋଗ ଅଧିକାରୀ (ରେସିଡେଣ୍ଟ ଗ୍ରେଭାନ୍ସ ଅଫିସର ବା ଆରଜିଓ) ନିଯୁକ୍ତ କରିଥିବା ଘୋଷଣା କରିଛନ୍ତି । ଟ୍ୱିଟର୍‌ ଇଣ୍ଡିଆର ୱେବସାଇଟରେ ଦିଆଯାଇଥିବା ସୂଚନା…
Read More...

ମଦର ଡାଏରୀ କ୍ଷୀରର ଦାମ ୨ ଟଙ୍କା ବଢିଲା

ନୂଆଦିଲ୍ଲୀ: ଡେରୀ ବ୍ରାଣ୍ଡ ଅମୁଲ ପରେ ଏବେ ମଦର ଡାଏରୀ ବି କ୍ଷୀରର ଦାମ ବୃଦ୍ଧି କରିଛି । ଦିଲ୍ଲୀରେ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ଦାମ ଆଜିଠୁ ଲାଗୁ ହେବ । ପୂର୍ବରୁ ଦେଶର ଅମୁଲ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଥିଲା । ମଦର ଡାଏରୀ ପକ୍ଷରୁ…
Read More...

ନୂଆ ସୋସିଆଲ ମିଡିଆ ଆପ ଲଞ୍ଚ କଲା ଟ୍ରମ୍ପଙ୍କ ଟିମ

ୱାସିଂଟନ : ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୀର୍ଘ ଦିନ ହେଲା ଫେସବୁକ ଓ ଟ୍ୱିଟର ବ୍ୟାନ କରି ରଖିଛନ୍ତି । ଏହାକୁ ନେଇ ଟ୍ରମ୍ପଙ୍କ ସମର୍ଥକ ବିକଳ୍ପ ଖୋଜି ବାହାର କରିଛନ୍ତି । ଟ୍ରମ୍ପଙ୍କ ଟିମ ଗୋଟିଏ ସୋସିଆଲ ମିଡିଆ ନୂଆ ପ୍ଲାଟଫର୍ମ ଲଞ୍ଚ କରିଛି । ଟ୍ରମ୍ପଙ୍କ ପୂର୍ବତନ…
Read More...

ପୁଣି ବଢିଲା ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ : ମହଙ୍ଗା ମାଡ଼ରୁ ମୁକ୍ତି ମିଳୁନି । ଆଜି ପୁଣି ପେଟ୍ରୋଲ୍‌ ଦର ବୃଦ୍ଧି ପାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି ପେଟ୍ରୋଲ୍‌ । ଆଜିର ଦରବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ୍‌ ଦାମ୍‌ ଲିଟର ପିଛା ୯୯ ଟଙ୍କା ୧୬ ପଇସା ହୋଇଥିବା ବେଳେ ଡିଜେଲ ଦର…
Read More...

ଜୁଲାଇ ୩୧ ଯାଏ ଅନ୍ତର୍ଜାତୀୟ ଉଡାଣ ଉପରେ ରୋକ୍‌

ନୂଆଦିଲ୍ଲୀ: ତୃତୀୟ ଲହରର ସମ୍ଭାବନାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଜୁଲାଇ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା ପ୍ରତିବନ୍ଧକୁ ବଢ଼ାଇ ଦେଇଛନ୍ତି । ଆଜି ଡିଜିସିଏ ଏହି ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଜୁନ୍‌ ୩୦ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ୍‌…
Read More...

ମହଙ୍ଗା ହେଲା ଅମୁଲ କ୍ଷୀର

କ୍ଷୀର କମ୍ପାନୀ ତରଫରୁ ଜନତାଙ୍କୁ ଆଉ ଏକ ଝଟକା ଲାଗିଛି । ଅମୁଲ କମ୍ପାନୀ କ୍ଷୀର ଦାମ ବୃଦ୍ଧି କରିଛି । ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଛି । ଏହି ନୂଆ ଦାମ ୧ ତାରିଖରୁ ଲାଗୁ ହେବ । ପେଟ୍ରୋଲ-ଡିଜେଲ, ଖାଇବା ତେଲ, ଡାଲି ଇତ୍ୟାଦି ସାମଗ୍ରୀର ଦରଦାମ ବୃଦ୍ଧି ହୋଇଛି । ସୂଚନା…
Read More...

ଫେସ୍‌ବୁକ, ଗୁଗଲକୁ ଷ୍ଟାଣ୍ଡିଂ କମିଟିର ଚେତାବନୀ

ନୂଆଦିଲ୍ଲୀ : ଭାରତରେ ବ୍ୟବସାୟ କରିବାକୁ ହେଲେ ଭାରତର ନୀତି ନିୟମ ମାନିବାକୁ ପଡିବ ବୋଲି ସଂସଦୀୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଫେସବୁକ ଓ ଗୁଗୁଲ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଉପଭୋକ୍ତାଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ସାମ୍ବିଧାନିକ ଅଧିକାର ପ୍ରତି ସତର୍କ ଦୃଷ୍ଟି…
Read More...