ବସ ଦୁର୍ଘଟଣାରେ ୩ ମୃତ

0

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଏକ ବସ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ କରିଥିବାବେଳେ ୨୬ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସ୍‌ଟି ବୁଲନ୍ଦସହରରୁ ଗାଜିଆବାଦ ଯାଉଥିବାବେଳେ ଏକ କାରକୁ ଓଭରଟେକ କରୁଥିବାବେଳେ ରାସ୍ତାକଡକୁ ଓଲଟି ପଡିଥିଲା । ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

20 − fourteen =