ଆର ପାରିରେ ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି

0

ଆର ପାରିରେ ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ଦୀର୍ଘଦିନ ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ।  କିଛି ଦିନ ତଳେ ସେ ଭୁବନେଶ୍ବରକୁ ଆସି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିଛିଦିନ ଚିକିତ୍ସା ପରେ ହାଲକା ସୁସ୍ଥ ଅନୁଭବ କରିବାରୁ ଫେରିଆସିଥିଲେ। କିନ୍ତୁ ହଠାତ ସନ୍ଧ୍ୟା ୮ ଟା ସମୟରେ  ଅସୁସ୍ଥ ଅନୁଭବ କରିବାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କରା ମ୍‌ତ୍ୟୁ ହୋଇଥଇଥିବା ସୂଚନା ମିଳିଛି।

Leave A Reply

Your email address will not be published.

3 × 2 =