ଖୋଲିଲା ଭୁବନେଶ୍ୱର ଆର୍‌ଟିଓ: କୋଭିଡ୍ ନିୟମ ସହ ଆରମ୍ଭ ହେବ ଡ୍ରାଇଭିଂ ଟେଷ୍ଟ

0

ଭୁବନେଶ୍ବରରେ ଖୋଲିଲା ଆରଟିଓ । କୋଭିଡ କଟକଣାରେ ଆରଟିଓ-୧ ଓ ଆରଟିଓ-୨ରେ କାମ ଆରମ୍ଭ ହୋଇଛି । ପ୍ରତିଦିନ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଆରଟିଓ-୧ରେ ୧୨୦ ଜଣଙ୍କର ଡ୍ରାଇଭିଂ ଟେଷ୍ଟିଂ ହେବ । ସେହିପରି ଆରଟିଓ-୨ରେ ଦିନ ଗୋଟାଏରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୭୨ ଜଣଙ୍କର ଡ୍ରାଇଭିଂ ଟେଷ୍ଟିଂ କରାଯିବ । ଏହା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ଉପରେ ଗୁରୁତ୍ବ ଦିଆଯାଇଛି । କରୋନା ଯୋଗୁ ୫ ମାସ ଧରି ବନ୍ଦ ଥିଲା ଆରଟିଓ ।.

Leave A Reply

Your email address will not be published.

4 + 14 =