ରାଜଧାନୀର ରାସ୍ତାରେ ଓଲଟିଲା ପରିବା ବୋଝେଇ ଗାଡି

0

ଭୁବନେଶ୍ୱର : ରାଜଧାନୀ ନିକଟସ୍ଥ ପଳାଶୁଣି ଓଭରବିଜ୍ର ନିକଟରେ ଏକ ମାଲ୍‌ ବୋଝେଇ ପରିବା ଟ୍ରକ ଓଲଟି ପଡିଛି । ଯାହାଫଳରେ ଗାଡିରେ ବୋଝେଇ ହୋଇଥିବା କାଙ୍କଡଗୁଡିକୁ ଏଣେତେଣେ ହୋଇ ପଡିଥିଲା । ଏହାକୁ ଦେଖି ଲୋକମାନଙ୍କର ନାହିଁ ନଥିବାର ଭିଡ ଦେଖିବାକୁ ମିଳିଥିଲା । ନା ଥିଲା ସାମାଜିକ ଦୂରତା ନା କେହି ମାନୁଥିଲେ କୋଭିଡ୍‌ ନିୟମ୍‌ । ଲୋକମାନଙ୍କ ଏପରି ପରିବା ବୋହିବା ଦେଖି ପୋଲିସ୍‌ ମଧ୍ୟ ସେଠାରେ ଅଣଦେଖା କରିଥିଲା ।

Leave A Reply

Your email address will not be published.

eleven − 5 =