ଅଭିନେତ୍ରୀ ଆୟଶାଙ୍କୁ ଅଗ୍ରିମ ଜାମିନ

0

କେରଳ ହାଇକୋର୍ଟ ଲାକ୍ଷାଦୀପର ଚଳିଚିତ୍ର ପ୍ରଯୋଜିକା ତଥା ଅଭିନେତ୍ରୀ ଆୟଶା ସୁଲତାନାଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିଛନ୍ତି । ଲାକ୍ଷାଦୀପର ବିଜେପି ପ୍ରଦେଶ ଅଧ୍ୟକ୍ଷ ଅବ୍ଦୁଲ ଖାଦରଙ୍କ ଅଭିଯୋଗ ପରେ ସୁଲତାନାଙ୍କ ନାମରେ ଦେଶଦ୍‌ରୋହ ମାମଲା ରୁଜୁ କରାଯାଇଥିଲା । ତାଙ୍କ ନାମରେ ହୋଇଥିବା ଅଭିଯୋଗରେ କୁହାଯାଇଥିଲା କି ଆୟଶା ଏକ ମାଲାୟାଲମ ଟିଭି ଡିବେଟରେ କହିଥିଲେ ଯେ ଲାକ୍ଷାଦୀପରେ କୋଭିଡ ସଂକ୍ରମଣକୁ ପ୍ରସାରିତ କରିବାକୁ ଜୈବିକ ଅସ୍ତ୍ର ବ୍ୟବହାର କରାଯାଉଛି । ଏହାକୁ ନେଇ ଅବ୍ଦୁଲ ଖାଦର କୋର୍ଟରେ ସୁଲତାନାଙ୍କ ନାମରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.

5 + 14 =