ତିନି ଦିନ ମହାକାଶରେ ରହିବା ପରେ ଫେରିଲେ ସାଧାରଣ ନାଗରିକ

ନୂଆଦିଲ୍ଲୀ: ସ୍ପେସ୍ ଏକ୍ସର ପ୍ରଥମ ଅନ୍ତରୀକ୍ଷ ମିଶନ ଇନସ୍ପିରେସନ୍-୪ର ସଫଳ ଅଭିଯାନ । ତିନି ଦିନ ପୃଥିବୀ ଚାରିପଟେ ଘୁରି ବୁଲିବା ପରେ ଆଜି ଭୋରରୁ ଫ୍ଲୋରିଡାର ସମୁଦ୍ର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡିଂ ସଫଳ ହୋଇଛି । ମହାକାଶରେ ତିନିଦିନ ବିତାଇ ଫେରିଲେ 4 ନାଗରିକ । ଏହି ମିଶନରେ…
Read More...

ରାଷ୍ଟ୍ରୀୟ ସମ୍ମାନ ସହ ମନୋରମା ମହାପାତ୍ରଙ୍କ ହେବ ଶେଷକୃତ୍ୟ

ଭୁବନେଶ୍ୱର: ପରଲୋକରେ ବିଶିଷ୍ଟ ସମାଜସେବୀ ତଥା ଯଶସ୍ୱୀ ସାରସ୍ଵତ ସାଧିକା ମନୋରମା ମହାପାତ୍ର । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି । ଶେଷକୃତ୍ୟ ରାଷ୍ଟ୍ରୀୟ…
Read More...

ଆଜି ରାଜ୍ୟରେ ଆଉ ୬୨୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । ପ୍ଲାଟ୍ୟୁ ସ୍ଥିତିରେ ରହିଛି ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ରୁ ୭୦୦ ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬୨୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୩୬୨ ଓ ଲୋକାଲ୍…
Read More...

ଡିଆରଡିଓ ତଥ୍ୟ ଲିକ ମାମଲା: ରିମାଣ୍ଡ ରେ ଗଲେ ୫ ଅଭିଯୁକ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲାର ଚାନ୍ଦିପୁର ଆଇଟିଆରରୁ ଗୁପ୍ତତଥ୍ୟ ଲିକ୍‍ ମାମଲାରେ ଗିରଫ ୫ଜଣ ଅଭିଯୁକ୍ତଙ୍କୁ ଆଜି ୭ଦିନିଆ ରିମାଣ୍ଡରେ ନେଇ ଓଡ଼ିଶା କ୍ରାଇମ ବ୍ରାଞ୍ଚ । ଏସଡିଜେଏମଙ୍କ ଅନୁମତି କ୍ରମେ କ୍ରାଇମବ୍ରାଞ୍ଚ ଟିମ ଅଭିଯୁକ୍ତମାନଙ୍କୁ ବାଲେଶ୍ୱର ଜେଲରୁ ଏକ ବସ୍‍ ଯୋଗେ କଡ଼ା ନିରାପତ୍ତା…
Read More...

ବିପଦ ସଂକେତ ତଳେ ମୁଣ୍ଡଳୀରେ ଜଳସ୍ତର

ଭୁବନେଶ୍ୱର : କଟକର ମୁଣ୍ଡୁଳି ଠାରେ ମହାନଦୀରେ ଜଳସ୍ତର ସ୍ଥିର ରହିଥିବା ଜଣାଯାଇଛି। ଏଠାରେ ଏବେ ବି ବିପଦ ସଙ୍କେତ ତଳେ ଜଳସ୍ତର ରହିଛି । ଶନିବାର ସକାଳ ୬ଟା ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ ୬୯ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହୋଇଛି । ଠିକ୍ ସେହିପରି ନରାଜରେ ବି ବିପଦ ସଙ୍କେତ ତଳେ ଜଳ…
Read More...

ପାନ- ଆଧାର ଲିଙ୍କ୍ ଅବଧି ବୃଦ୍ଧି

ନୂଆଦିଲ୍ଲୀ: ଆପଣ ଆଧାର ସହ ପାନ ସଂଯୋଗ କରିନାହାନ୍ତି । ଯଦି ନା ତେବେ ଆପଣଙ୍କ ଲାଗି ଏହା ବଡ଼ ଖବର । କାରଣ ପୁଣି ଥରେ ଆଧାର-ପାନ ସଂଯୋଗ ଯୋଡ଼ିବାକୁ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର । ଆହୁରି ୬ ମାସ ପର୍ଯ୍ୟନ୍ତ ଏହି ତାରିଖକୁ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର । ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ…
Read More...

ଚଳିତବର୍ଷ ମଧ୍ୟ ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର : ଚଳିତବର୍ଷ ମଧ୍ୟ ହେବନି ଛାତ୍ର ସଂସଦ ନିର୍ବାଚନ । ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ବିପଦ ଟଳିନି । ଅନେକ କଲେଜର ପାଠପଢ଼ା ଠିକ ସେ ଆରମ୍ଭ ହୋଇନାହିଁ । ସେମିଷ୍ଟର ପରୀକ୍ଷା ମଧ୍ୟ ଅନ୍‌ଲାଇନ୍‌ରେ କରାଯାଉଛି । +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅଫଲାଇନ ପାଠପଢ଼ା ଆରମ୍ଭ…
Read More...

୨୧ ଯାଏଁ ବର୍ଷା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୧ ଯାଏ ବର୍ଷା ଲାଗି ରହିବ । ତେଣୁ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,…
Read More...

୨୦ ତାରିଖରୁ ୟୁଜି କ୍ଲାସ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ। ଉଭୟ ୟୁଜି ତୃତୀୟ ବର୍ଷ ଓ ଚତୁର୍ଥ ବର୍ଷ ଛାତ୍ରଛାତ୍ରୀ ଅଫଲାଇନ୍‌ରେ ପାଠ ପଢ଼ିବେ। ଏନେଇ ସବୁ ବିଶ୍ବବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି…
Read More...

ବଢୁଛି ସୋନୁଙ୍କ ଅଡ଼ୁଆ

ମୁମ୍ବାଇ: ବଢିବାରେ ଲାଗୁଛି ଅଭିନେତା ସୋନୁ ସୁଦଙ୍କ ଅଡୁଆ । ତୃତୀୟ ଦିନ ପାଇଁ ସୋନୁଙ୍କ ଘରେ ଆୟକର ବିଭାଗର ଚଢାଉ । ଏହାସହିତ ସୋନୁ ସୁଦଙ୍କ ସହ ଜଡିତ ଛଅଟି ଭିନ୍ନ ଭିନ୍ନ ଅଞ୍ଚଳରେ ଏହି ଚଢାଉ କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସୋନୁ ସୁଦଙ୍କ ଆୟ ଓ ଖର୍ଚ୍ଚ…
Read More...