ଗୁଗୁଲ ପେ’ ନାମରେ ଅଭିନବ ଠକେଇ : ଲିଙ୍କ ଖୋଲୁ ଖୋଲୁ ଆକାଉଣ୍ଟରୁ ଖାଲି ହୋଇଗଲା ୫୩ ହଜାର ଟଙ୍କା

ଗୁଗୁଲ ପେ’ ନାମରେ ଫେକ କଲ୍ କରି ଅଭିନବ ଠକେଇ । କିଛି ସେକେଣ୍ଡ ମଧ୍ୟରେ ଆକାଉଂଟରୁ କଟିଗଲା ୫୩ ହଜାର ଟଙ୍କା । ଭୁବନେଶ୍ୱରର ରାମଚନ୍ଦ୍ର ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ ଆସିିଥିଲା ଏକ ଫୋନ କଲ । ଫୋନ ରିସିଭ କରିବା ପୂର୍ବରୁ ଟ୍ରୁ କଲରରେ ରାମଚନ୍ଦ୍ର କିଏ ଫୋନ କରିଛି ଜାଣିବାକୁ…
Read More...

ଖୋଲିବ ହୋଟେଲ, ବାର୍ ଓ ବିୟର ପାର୍ଲର

ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବାବେଳେ ରାଜ୍ୟ ସରକାର ଆଜି ସମସ୍ତ ରେଷ୍ଟୁରାଣ୍ଟ, ହୋଟେଲ, କ୍ଲବରେ ଥିବା ବାର ସମେତ ବିୟର ପାର୍ଲରକୁ ତତ୍କାଳ ପ୍ରଭାବରୁ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଥିବା କୌଣସି ଏଭଳି ବାର କିମ୍ବା ବିୟର ପାର୍ଲର…
Read More...

ଚଳିତ ବର୍ଷ ଭାରତ କିଣିବ ଇସ୍ରାଏଲ ନିର୍ମିତ ହେରନ ଡ୍ରୋନ, ଏୟାରବସ ସି-୨୯୫ ବିମାନ

ଜାତୀୟ ସୁରକ୍ଷା ପ୍ରତି ବିପଦ ବଢୁଥିବାରୁ ସରକାର ଚଳିତ ବର୍ଷ କେତେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବିମାନ ଖରିଦ କରିବାକୁ ଯୋଜନା କରୁଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ଇସ୍ରାଏଲ ନିର୍ମିତ ଲଢୁଆ ଡ୍ରୋନ, ଏୟାରବସ ସି-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ,ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ…
Read More...

ଦାଉ ଦାଉ ହୋଇ ଜଳୁଛି ଭାରତ : ବଢ଼ିବାରେ ଲାଗିଛି ତାପମାତ୍ରା

ଦିନକୁ ଦିନ ଅଧିକ ଉତ୍ତପ୍ତ ହେବାରେ ଲାଗିଛି ଭାରତ | ଭାରତର ତାପମାତ୍ରା ଦିନକୁ ଦିନ ବଢୁଛି, ଆଉ ଏହାକୁ ନେଇ ପରିବେଶବିତ ଚିନ୍ତା ପ୍ରକଟ କରିଛନ୍ତି | ଜଙ୍ଗଲ ହ୍ରାସ ସହ ବର୍ଷା ପରିମାଣ କମିଥିବା ଯୋଗୁଁ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି | ତେବେ ବର୍ତ୍ତମାନ ଏଭଳି ଏକ ତଥ୍ୟ ସାମ୍ନାକୁ…
Read More...

ବାର୍ଡ଼ ଫ୍ଲୁକୁ ନେଇ ସତର୍କତା ଘୋଷଣା କଲେ ଏହି ସବୁ ରାଜ୍ୟ

ଦେଶରେ କରୋନା ଭୂତାଣୁ ସହିତ ଆଉ ଏକ ଭୂତାଣୁ ଆକ୍ରାନ୍ତ ହେବାର ସୂଚନା ମିଳିଛି | ମଧ୍ୟପ୍ରଦେଶ, ରାଜସ୍ଥାନ, କେରଳ ସମେତ ଅନ୍ୟାନ୍ୟ ରାଜ୍ୟରେ ବାର୍ଡ଼ ଫ୍ଲୁ ସଂକ୍ରମଣ ନେଇ ସୂଚନା ମିଳିଛି | ଏହି ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ଅନେକ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ହିମାଚଳ ପ୍ରଦେଶର ଅନେକ ସ୍ଥାନ ସହ…
Read More...

ମହାପ୍ରଭୁଙ୍କ ଦର୍ଶନ ନ ପାଇ ବଡ଼ଦାଣ୍ଡରୁ ଫେରୁଛି ଭକ୍ତ; ୧୦ ପଜିଟିଭ ଚିହ୍ନଟ ପରେ ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା…

ପଡ଼ୋଶୀ ଛତିଶଗଡରୁ ଆସିଥିବା ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । କୋଭିଡ ପରୀକ୍ଷା ରିପୋର୍ଟ ନେଗେଟିଭ ହେବା କାରଣରୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ । କେବଳ ଏହି ଭକ୍ତ ନୁହନ୍ତି, ଶ୍ରୀମନ୍ଦିର ପ୍ରଶାସନର ଗାଇଡଲାଇନ ଓ କୋଭିଡ ପରୀକ୍ଷା…
Read More...

ଏନ୍‌ଏଚ୍‌-୬୦କୁ ୬ ଲେନ୍‌ କରିବାକୁ ନୀତିନ ଗଡ଼କରୀଙ୍କ ସହ ପ୍ରତାପ ଷଡ଼ଙ୍ଗୀଙ୍କ ଆଲୋଚନା

୬୦ ନମ୍ବର ଜାତୀୟ ରାଜପଥର ବାଲେଶ୍ବରରୁ ଖଡ଼ଗପୁର ଯାଇଥିବା ରାସ୍ତାକୁ ୬ ଲେନ ବିଶିଷ୍ଟ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ପ୍ରାଧିକରଣ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଆଲୋଚନା କରିବା ସହ ଏନେଇ ଲିଖିତ ଚିଠି ପ୍ରଦାନ କରିଛନ୍ତି। ୨୦୧୧-୧୨ ମସିହାରେ ଏହି ପ୍ରକଳ୍ପ ହେବାକୁ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ: କୁଳପତି

ଆସନ୍ତା ୧୧ ତାରିଖ ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେ‌ାଇଯାଇଛି। ପିଜି କାଉନସିଲ ସମ୍ମିଳନୀ ଗୃହରେ ଏହି ବୈଠକ ଆୟୋଜନ ହୋଇଛି। ବୈଠକ ପରେ କୁଳପତି ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ଯେ, ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ…
Read More...

ପୁଲିସ-ନକ୍ସଲ ଗୁଳିବିନିମୟ: ଖସିଗଲେ ଦୁର୍ଦାନ୍ତ ନକ୍ସଲ, ମାଓ ସାମଗ୍ରୀ ଜବତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ନକ୍ସଲ କ୍ୟାଡର ଖସି ଚାଲିଯିବାରେ ସଫଳ ହୋଇଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ୨୧୦ କୋବ୍ରା ବାଟାଲିୟନର ଯବାନ ଏବଂ ୮୫ ସିଆରପିଏଫ ଯବାନ…
Read More...

ଜନସାଧାରଣଙ୍କୁ ସୁରକ୍ଷା ସଂପର୍କିତ ସଚେତନତାର ବାର୍ତ୍ତା ବାଣ୍ଟିବ ଫାୟାର ପାର୍କ: ମୁଖ୍ୟମନ୍ତ୍ରୀ

ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ଫାୟାର ପାର୍କ ଉଦ୍‌ଘାଟନ ହୋଇଯାଇଛି। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପାର୍କକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ଅଗ୍ନିଶମ ଓ ପ୍ରଶମନ ପ୍ରତିଷ୍ଠାନ ପରିସରରେ କରାଯାଇଥିବା ଏହି ପାର୍କ ସାଧାରଣ ଦର୍ଶକଙ୍କ ପାଇଁ ପ୍ରତି…
Read More...