ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଇ ୧୫ ଫୁଟ ତଳେ ଓଲଟିଲା ବୋଲେରୋ

ଦେବଗଡ଼ ଜିଲ୍ଲା କୁଣ୍ଢେଇଗୁଳା ଥାନା ବୁଢାପାଳ ଟିକିରା ପୋଲ ନିକଟରେ ନିର୍ବନ୍ଧରୁ ଫେରୁଥିବା ଏକ ବୋଲେରୋର ଆଗଚକା ଫାଟିଯିବାରୁ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ବିପରୀତ ପଟୁ ନିର୍ବନ୍ଧରୁ ଫେରୁଥିବା ବାଇକକୁ ଧକ୍କା ଦେଇ ରାସ୍ତା କଡ଼ରେ ୧୫ ଫୁଟ ତଳକୁ ବୋଲେରୋ ଓଲଟିପଡିଛି।…
Read More...

କରୋନା କଟକଣା ନମାନିଲେ ରାଜ୍ୟକୁ ଲକଡାଉନ କରାଯିବ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଘଟିବାରୁ ଏବେ ଚିନ୍ତାରେ ସରକାର। ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା‌ ପାଇଁ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ ଚେତାବନୀ ଦେଇଛନ୍ତିି। କରୋନା କଟକଣା ନମାନିଲେ ରାଜ୍ୟକୁ ଲକଡାଉନ କରାଯିବ ବୋଲି କହିଛନ୍ତି…
Read More...

ଶେଷ ହେଲା ରାଜସ୍ଥାନରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ମିଳିତ ସମରାଭ୍ୟାସ

ଫେବ୍ରୁଆରି ୮ରୁ ଆରମ୍ଭ ହୋଇଥିବା ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ସମରାଭ୍ୟାସ ‘ଏକ୍ସରସାଇଜ ଯୁଦ୍ଧ ଅଭ୍ୟାସ-୨୦’ ଆଜି ଶେଷ ହୋଇଛି। ସ୍ୱତନ୍ତ୍ର ବିମାନରେ ୨୭୦ଜଣ ଆମେରିକୀୟ ସୈନିକ ସୁରତଗଡ଼ରେ ଆସି ପହଞ୍ଚିବା ପରେ ମିଳିତ ସମରାଭ୍ୟାସ ଆରମ୍ଭ ହେବାକୁ ଥିବା ‘ମହାଜନ ଫିଲ୍‌ଡ୍‌ ଫାଇରିଙ୍ଗ୍‌…
Read More...

କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବା ପରେ ମୁମ୍ବାଇ‌ର ୧୩୦୫ କୋଠାକୁ ସିଲ କଲା ବିଏମସି

ମୁମ୍ବାଇରେ ୨୭୪୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଶନିବାର ମୋଟ ୧୩୦୫ଟି କୋଠାକୁ ସିଲ୍ କରିଛି। ବିଏମସି କହିଛି ଯେ, “୨୭୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୁମ୍ବାଇରେ ମୋଟ ୧୩୦୫ଟି କୋଠାକୁ ସିଲ୍ କରାଯାଇଛି।…
Read More...

ହାଇକୋର୍ଟଙ୍କ ନି‌ର୍ଦ୍ଦେଶରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କ ବିରୋଧରେ ରୁଜୁ ହେଲା ଅଦାଲତ ଅବମାନନା ମାମଲା

ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଏହି ଅଦାଲତ ଅବମାନନା ମାମଲା ଦାୟର ହୋଇଛି। ଏ ସଂପର୍କିତ ମାମଲାର ଫେବ୍ରୁଆରି…
Read More...

ହୀରାପୁର ଚଉଷଠୀ ଯୋଗିନୀ ପୀଠରେ ସୁପିମକୋର୍ଟ ବିଚାରପତି

ଆଜି ଅପରାହ୍ନ ସାଢ଼େ ୪ଟା ସମୟରେ ସୁପ୍ରିମକୋର୍ଟ ବିଚାରପତି ଭୂଣେ ରାମକ୍ରିଷ୍ଣା ଗାଭାଇ ତାଙ୍କର ପତ୍ନୀ ଓ ପୁଅ ସହ ବାଲିଅନ୍ତା ବ୍ଲକ ଅଧୀନ ହୀରାପୁର ସ୍ଥିତ ପ୍ରସିଦ୍ଧ ଚଉଷଠୀ ଯୋଗିନୀ ପୀଠ ପରିଦର୍ଶନରେ ଆସି ପୂଜାର୍ଚ୍ଚନା କରିଥିଲେ । ସହିତ ଲୋକାୟୁକ୍ତ ଅଜିତ ସିଂହ , ୱାର୍କସ କମିସନର କିସନ…
Read More...

ସମଲେଶ୍ବରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ଖୁବଶୀଘ୍ର ଆରମ୍ଭ କରାଯିବ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ…
Read More...

୨୧ରୁ ସାଧାରଣ କରିପାରିବେ ଜଗା ଦର୍ଶନ

ଶ୍ରୀମନ୍ଦିରରେ ଦର୍ଶନ ପାଇଁ କଟକଣା ହଟିଛି। ଏଣିକି ଭକ୍ତମାନେ ସିଧା ଠାକୁରଙ୍କୁ ଦର୍ଶନ କରିପାରିବେ । ଆଉ ଦରକାର ପଡିବନି କୋଭିଡ ନେଗେଟିଭ୍‌ ରିପୋର୍ଟ । ଏହି ନିୟମ ଆସନ୍ତା ୨୧ତାରିଖ ଲାଗୁ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ପ୍ରକାଶ ଯେ, ପୁରୀରେ ଜଗନ୍ନାଥ ଦର୍ଶନ…
Read More...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଜଗନ୍ନାଥଙ୍କୁ ସୁବର୍ଣ୍ଣ ସୂର୍ଯ୍ୟ ଚନ୍ଦ୍ର ଦାନ

ଜଗତର ନାଥ ଜଗନ୍ନାଥଙ୍କୁ ଆଜି ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି ଜଣେ ଭକ୍ତ । ଶ୍ରୀମନ୍ଦିର ପ୍ରଶାସକଙ୍କ ଉପସ୍ଥିତିରେ ଜୈନେକ ଭକ୍ତ ୩ ସେଟ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି । ସୂଚନା ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ପଦ୍ମ ଚରଣ ପାତ୍ର ଆଜି ନିଜ ପରିବାର ସହ ମହାପ୍ରଭୁଙ୍କ…
Read More...

ଭିଡିଓ-ଟେଲି କନ୍‌ଫରେନ୍ସିଂ ଜରିଆରେ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ-ଟେଲି କନ୍‌ଫରେନ୍ସିଂ ଜରିଆରେ ଜର୍ମାନର ଚାନ୍ସେଲର ଡ. ଆଞ୍ଜେଲା ମର୍କେଲଙ୍କ ସହ ଆଲୋଚନା କରିଛନ୍ତି । ୟୁରୋପୀୟ ଏବଂ ବିଶ୍ୱ ମଞ୍ଚରେ ଦୀର୍ଘକାଳ ଧରି ଦୃଢ ନେତୃତ୍ୱ ଓ ଦିଗ୍‌ଦର୍ଶନ ଦେଇ ଆସୁଥିବା ଚାନ୍‌ସେଲରଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ମୋଦୀ…
Read More...