ଆସାମରେ ଭୂକମ୍ପ

0

ଗୌହାଟୀ : ଗତକାଲି ଆସାମରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରହିଥିଲା । ଗତ ୨୪ ଘଣ୍ଟାରେ ୫ଥର ଭୂକମ୍ପ ଅନୁଭୂତ ହୋଇଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.

fourteen − one =