ବାଘ ଛାଲ ରାକେଟର ପର୍ଦ୍ଦାଫାଶ, ୨ ଗିରଫ

0

ଏକ ବାଘ ଛାଲ ରାକେଟର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ପର୍ଦ୍ଦାଫାଶ କରିଥିବା ଜଣାପଡ଼ିଛି। ନାୟାଗଡ଼ ଜିଲ୍ଲା  ଦଶପଲ୍ଲା ଅଞ୍ଚରୁ ସମ୍ପୃକ୍ତ ଘଟଣାରେ ୨ ଜଣ ବାଘ ଛାଲ ବେପାରୀଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ନିକଟରୁ ୨ଟି କଲରାପତରିଆ ବାଘର ଛାଲ ଓ ୨ଟି ହରିଣ ଛାଲ ମଧ୍ୟ ଜବତ ହୋଇଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.

three × five =