ବାଘ ଛାଲ ରାକେଟର ପର୍ଦ୍ଦାଫାଶ, ୨ ଗିରଫ ଅପରାଧ 0 Share ଏକ ବାଘ ଛାଲ ରାକେଟର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ପର୍ଦ୍ଦାଫାଶ କରିଥିବା ଜଣାପଡ଼ିଛି। ନାୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚରୁ ସମ୍ପୃକ୍ତ ଘଟଣାରେ ୨ ଜଣ ବାଘ ଛାଲ ବେପାରୀଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କ ନିକଟରୁ ୨ଟି କଲରାପତରିଆ ବାଘର ଛାଲ ଓ ୨ଟି ହରିଣ ଛାଲ ମଧ୍ୟ ଜବତ ହୋଇଥିବା ନେଇ ସୂଚନା ମିଳିଛି। Continue Reading Crime 0 Share