ଏସିଆର ସର୍ବଶ୍ରେଷ୍ଠ ଧନୀ ଅମ୍ବାନୀ

0

ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ ଏସିଆର ସର୍ବଶ୍ରେଷ୍ଠ ଧନୀର ମାନ୍ୟତା ପାଇଛନ୍ତି । ଉଭୟେ ଆଲିବାବା ଗ୍ରୁପ୍‌ର ଜ୍ୟାକ୍‌ ମା’ ଓ ଝୋଙ୍ଗ ଜାନସେନ୍‌ଙ୍କୁ ପଛରେ ପକାଇ ଏହି ସ୍ଥାନ ଅକ୍ତିଆର୍‌ କରିଛନ୍ତି । ୮୪ ଅରବ ଡଲାରର ସମ୍ପତ୍ତି ସହିତ ମୁକେଶ ବିଶ୍ୱର ୧୨ତମ ସ୍ଥାନରେ ରହିଛନ୍ତି । ୨୦୨୧ରେ ହିଁ ମୁକେଶଙ୍କ ସମ୍ପତ୍ତିରେ ୭.୬୨ ଅରବ ଡଲାର୍‌ ବୃଦ୍ଧି ଘଟିଛି । ଅପରପକ୍ଷରେ ଗୌତମ ଆଦାନୀଙ୍କ ସମ୍ପତ୍ତି ମଧ୍ୟ ୪୩.୨ ଅରବ ଡଲାର୍‌ ବୃଦ୍ଧି ଘଟି ୭୭ ଅରବ ଡଲାର୍‌ ପାର୍‌ କରିଛି ।

Leave A Reply

Your email address will not be published.

four × four =