ଅଜୟ ନେବେ ୧୨୫ କୋଟି

0

ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ‘ରୁଦ୍ର: ଦ ଏଜ୍‌ ଅଫ୍‌ ଡାର୍କନେସ୍‌’ ଦ୍ୱାରା ଡିଜିଟାଲ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ବ୍ରିଟିଶ ଶୋ’ ‘ଲୁଥର’ର ରିମେକ୍‌ ହେବ । ଏଥିପାଇଁ ଅଜୟ ସୁଟିଂ ଆରମ୍ଭ କରି ଦେଇଛନ୍ତି । ଅଜୟ ଏହି ପ୍ରୋଜେକ୍ଟ ପାଇଁ ୧୨୫ କୋଟି ଟଙ୍କା ନେବେ ବୋଲି ଜଣାପଡିଛି । ଯଦି ଏହା ସତ ହୁଏ, ତେବେ ଅଜୟ ଓଟିଟିରେ ଡେବ୍ଲ୍ୟୁ କରୁଥିବା ସବୁଠୁ ମହଙ୍ଗା ଅଭିନେତା ହେବେ । ଅଜୟଙ୍କର ଷ୍ଟାର୍‌ ନେଟ୍ୱର୍କ ସହିତ ସୁସମ୍ପର୍କ ରହିଛି । ଖାସ୍‌ ସେଥିପାଇଁ ଅଜୟଙ୍କୁ ୧୨୫ କୋଟିରେ ସାଇନ୍‌ କରାଯାଇଛି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

seven − five =