ଗିରଫ ହେଲେ ଅଭିନେତା ପ୍ରାଚୀନ ଚୌହାନ

0

ମୁମ୍ବାଇ: ୨୨ବର୍ଷିୟ ଯୁବତୀଙ୍କ ସହ ଅଶାଳୀନ ବ୍ୟବହାର କରି ଟେଲି ଅଭିନେତା ପ୍ରାଚୀନ ଚୌହାନ ଗିରଫ ହୋଇଛନ୍ତି । ତେବେ ପୁଲିସ ଏନେଇ କୌଣସି ସୂଚନା ଦେବାକୁ ମନ କରିଛି । ତାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିବା ବେଳେ ପୀଡିତାଙ୍କ ଅଭିଯୋଗକ୍ରମେ ତାଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ, ପ୍ରାଚୀନ ନିଜ ଘରେ ପାର୍ଟି ରଖିôବା ସହ ନିଜ ସାଙ୍ଗମାନଙ୍କୁ ଡାକିଥିଲେ । ତାଙ୍କ ମଧ୍ୟରେ ଥିଲେ ଅଭିଯୋଗ କରିଥିବା ପୀଡିତା । ପାର୍ଟିରେ ଅଧିକ ମଦ ପିଇବା ପରେ ପ୍ରାଚୀନ ପୀଡିତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ ବୋଲି ପୀଡିତା ଅଭିଯୋଗ କରିଥିଲେ । ପୀଡିତାଙ୍କ ଅଭିଯୋଗକୁ ଆଧାର କରି ଟେଲି ଅଭିନେତା ପ୍ରାଚୀନ ଚୌହାନଙ୍କୁ ଗିରଫ ମଲାଡ଼ ପୁଲିସ ଗିରଫ କରିଥିବା ଜଣାପଡିଛି ।

Leave A Reply

Your email address will not be published.

1 × 4 =