କାର-ଟ୍ରକ ଧକ୍କାରେ ୩ ମୃତ

0

ମୁମ୍ବାଇ : ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଏକ କାର ଓ ଟ୍ରକ ମଧ୍ୟରେ ଧକ୍କା ଲାଗି କାରରେ ଥିବା ଦମ୍ପତି ଓ ସେମାନଙ୍କର ୪ ବର୍ଷର ପୁଅ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ପରେ କାର୍‌ରେ ନିଆଁ ଲାଗିଯାଇଥିଲା । ଏକ ହ୍ୟୁଣ୍ଡାଇ ଆଇ-୧୦ କାରରେ ଏହି ପରିବାର ଯାଉଥିବାବେଳେ ପଛରୁ ଆସୁଥିବା ଏକ କଣ୍ଟେନର କାର୍‌କୁ ଧକ୍କା ଦେଇଥିଲା । ଫଳରେ କାର୍‌ଟି ସମ୍ମୁଖରେ ଥିବା ଅନ୍ୟ ଏକ ଟ୍ରକ ସହ ପିଟି ହୋଇଥିଲା ।

Leave A Reply

Your email address will not be published.

eighteen − eight =