ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ ରାଜ୍ୟ 0 Share ରାଜ୍ୟରେ କରୋନା ଯୋଗୁ ଆଉ ୯ ଜୀବନ ଗଲା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୯ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Continue Reading State 0 Share