କରୋନା ନେଲା ଆଉ ୬ ମୁଣ୍ଡ

0

ରାଜ୍ୟରେ ଆଉ ୬  ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫ ଜଣ ଥିବା ବେଳେ ଗଜପତି ଜିଲ୍ଲାର ଜଣେ ଥିବା ଜଣାଯାଇଛି। ଫଳରେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା ୫୯ ଛୁଇଁଥିବା ବେଳେ ଗଜପତିରେ ଏହି ସଂଖ୍ୟା ୪ରେ ପହଞ୍ଚିଛି।

Leave A Reply

Your email address will not be published.