ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ

0

ଫିଲିପାଇନ୍ସର କ୍ଲାର୍କ ବାୟୁସେନା ଘାଟିରେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାଫଳରେ ୩ ଜଣ ପାଇଲଟଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି । ଆମେରିକା ନିର୍ମିତ ଏହି ବ୍ଲାକ ହକ୍‌ ହେଲିକପ୍ଟରଟି ଦୁଇ ଘଣ୍ଟିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଉଡାଣ ଆରମ୍ଭ କରିଥିବାବେଳେ ଯାନ୍ତ୍ରିକ ତ୍ରୁଟିଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.

3 × three =