୧୭ କିଲୋ ସୁନା ସହ ୫ ଲକ୍ଷ ନେଇ ଛୁ ମାରିଲେ ଲୁଟେରା

0

ଆଗ୍ରା: ଆଗ୍ରାସ୍ଥିତ ମଣିପୁରମ ଗୋଲ୍ଡ ଲୋନ କମ୍ପାନୀରେ ଏକ ବଡ ଧରଣର ଡକାୟତି ହୋଇଛି । ଲୁଟେରାମାନେ ୧୭ କିଲୋ ସୁନା ଓ ନଗଦ ୫ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯିବା ଘଟଣା ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସହରର କମଳା ନଗରରେ ଅବସ୍ଥିତ ଏହି କମ୍ପାନୀର ଶାଖାରେ ଲୁଟେରାମାନେ କର୍ମଚାରୀଙ୍କୁ ବନ୍ଧକ କରି ସୁନା ଓ ଟଙ୍କା ଲୁଟିନେଇଥିଲେ । ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା, ଯାହା ଆଧାରରେ ଏତମାଡପୁର ଅଞ୍ଚଳରେ ପୁଲିସର ଏନକାଉଣ୍ଟରରେ ଦୁଇ ଅଭିଯୁକ୍ତ ଧରାପଡ଼ିଛନ୍ତି ।

Leave A Reply

Your email address will not be published.

15 + three =