ଟର୍ଣ୍ଣାଡୋ ପ୍ରଭାବରେ ୫ ମୃତ

0

ଚେକ ରିପବ୍ଲିକରେ ଏକ ଟର୍ଣ୍ଣାଡୋ (ଘୂର୍ଣ୍ଣିଝଡ) ପ୍ରଭାବରେ ୫ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ପ୍ରବଳ ବର୍ଷା ଝଡତୋଫାନ ଦେଶର ଅଧିକାଂଶ ସ୍ଥାନରେ ତାଣ୍ଡବ ରଚିଥିବା କୁହାଯାଇଛି । ୭ଟି ପ୍ରମୁଖ ସହର ଏଥିରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଶତାଧିକ କୋଠାଘର ଭାଙ୍ଗିଯାଇଛି । କେତେକ ସ୍ଥାନରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଛି । ପୁଲିସ ଓ ଦମକଳବାହିନୀକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.

seven − 3 =