ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ

0

୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ କଲେଜରେ ନାମଲେଖା ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ୪ଟି ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇ ସେମାନଙ୍କଠାରୁ ପ୍ରସ୍ତାବ ମଗାଯାଇଛି । ସାମ୍‌ସ ମାଧ୍ୟମରେ ଯୁକ୍ତ ୩ରେ ନାମ ଲେଖାଉ ନ ଥିବା ଏବଂ ନୂଆ କରି ସୃଷ୍ଟି ହୋଇଥିବା ବିଶ୍ୱବିଦ୍ୟାଳୟକୁ ବିଭାଗ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି । ଜୁନ୍‌ ୧୬ ସୁଦ୍ଧା ସେମାନେ ନିଜର ମତାମତ ଜଣାଇବାକୁ ବିଭାଗୀୟ ଉପନିର୍ଦ୍ଦେଶକ ରାଜେଶ କୁମାର ସାହୁ କହିଛନ୍ତି ।

Leave A Reply

Your email address will not be published.

five × three =