ରାଜ୍ୟରେ ଆଖି ବୁଜିଲେ ୧୬ କରୋନା ଆକ୍ରାନ୍ତ

0

ରାଜ୍ୟରେ  ଆଉ ୧୬  କରୋନା ଆକ୍ରାନ୍ତ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୭୮୩ରେ ପହଞ୍ଚି ଯାଇଛି।

Leave A Reply

Your email address will not be published.