୧୧ ଲକ୍ଷର ଛେଳି ଖାଉଛି କାଜୁ ଓ ବାଦାମ

0

ନୂଆଦିଲ୍ଲୀ: ନିକଟରେ ଏକ ବ୍ୟୟବହୁଳ ଛେଳିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଛେଳିର ମୂଲ୍ୟ ୧୧ ଲକ୍ଷ ଟଙ୍କା । ବ୍ୟୟ ବହୁଳ ଛେଳିକୁ ଆସନ୍ତା ବକରି-ଇଦରେ ବଳି ପକାଯିବ । ତେବେ ଆଗାମୀ ୨୦ ତାରିଖରେ ମୁସଲମାନଙ୍କ ପର୍ବ ବକରି-ଇଦ୍‌ ବା ଇଦ-ଉଲ ଜୁହା ପାଳନ ହେବ । ଏହିଦିନ ଛେଳିକୁ ବଳି ଦେବାର ପ୍ରଥା ରହିଛି । ଯାହାକୁ କୁହାଯାଏ କୁର୍ବାନୀ । ତେବେ ଏଥିପାଇଁ ମଧ୍ୟ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି । ଛେଳିଟିର ନାମ- ତୈମୁର । ଏହାର ଓଜନ ୧୯୨ କିଲୋଗ୍ରାମ ।

Leave A Reply

Your email address will not be published.

fifteen − 7 =