ରାଜ୍ୟରେ କରୋନା ନେଲା ୧୦ ଜୀବନ

0

ରାଜ୍ୟରେ ଆଉ ୧୦  ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫, ଖୋର୍ଦ୍ଧାରୁ ୩, ସୁନ୍ଦରଗଡ଼, ଗଜପତି ଜିଲ୍ଲାରୁ ଜଣେ ଲେଖା କରୋନା ଯୋଗୁ ପ୍ରାଣ ହରାଇଥିବା ଜଣାଯାଇଛି।

Leave A Reply

Your email address will not be published.