ଛାତ୍ରଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ଋଣ

0

କୋଲ୍‌କାତା: ପଶ୍ଚିମବଙ୍ଗ ସରକାର ବଡ଼ ଘୋଷଣା କରିଛନ୍ତି । ସରକାର ଷ୍ଟୁଡେଣ୍ଟ୍‌ କ୍ରେଡିଟ୍‌ କାର୍ଡର ଘୋଷଣା କରିଛନ୍ତି । ଏଥିରେ ଛାତ୍ରଛାତ୍ରୀମାନେ ପଢ଼ା ଖର୍ଚ୍ଚ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ଷ୍ଟୁଡେଣ୍ଟ୍‌ କ୍ରେଡିଟ୍‌ କାର୍ଡ ଯୋଜନା ଲାଗୁ କରୁଛନ୍ତି । ଏହି ଯୋଜନା ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିବ । ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଖୁବ କମ୍‌ ସୁଧରେ ଋଣ ଯୋଗାଇ ଦିଆଯିବ । ସରକାର ଷ୍ଟୁଡେଣ୍ଟ କ୍ରେଡିଟ୍‌ କାର୍ଡ ପାଇଁ ଅନ୍‌ଲାଇନ ମାଧ୍ୟମରେ ଅବେଦନ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତିି ନିଆଯାଇଛି ।

Leave A Reply

Your email address will not be published.

five × two =